September 29, 2024
Share

 

 

୧-ଶିକ୍ଷା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଣାଳୀ ଆଣିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି: ମୁଖ୍ୟମନ୍ତ୍ରୀ

 

୨-ଭୁବନେଶ୍ୱର:୪୯୫୪ କୋଟି ଟଙ୍କାର ୩୧ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟି ହେବ ୨୪୧୬୨ ନୂଆ ନିଯୁକ୍ତି।

 

୩-ଲଘୁଚାପ ସୃଷ୍ଟି:ଆଜି ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା,୨୦ ଜିଲ୍ଲାକୁ ସତର୍କ ସୂଚନା ଜାରୀ।

 

୪-ଭୁବନେଶ୍ୱର: ରାଜ୍ୟରେ ୠଣ ଭାର ବଢ଼ିଛି, ତଥାପି ଅନ୍ୟ ରାଜ୍ୟ ତୁଳନାରେ କମ୍। ମୁଣ୍ଡପିଛା ୠଣ ରହିଛି ୨୦,୭୩୬ ଟଙ୍କା ।

 

୫-ଆଜିଠୁ ୧୫ ହଜାର ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ, ଆନ୍ଦୋଳନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ନିର୍ଦ୍ଦେଶକ

 

୬-ଏଥର ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ୱ, କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି।

 

୭-ଇସ୍ପାତ ଓ ଖଣି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ,ଖଣି ଗୁଡିକର ସୁପରିଚାଳନା କରି ଉତ୍ପାଦନ ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ।

 

୮-ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା, ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହ ପାଇଁ ମିଳିବ ୧.୨୦ ଲକ୍ଷ ଟଙ୍କା।

 

୯-କଟକ: ସ୍କୁଲ ପ୍ରସ୍ତୁତ କରିବେ ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର।

 

୧୦-ପୁରୀ : ଆବଶ୍ୟକ ପଡିଲେ ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ – ଜିଲ୍ଲାପାଳ।

 

୧୧-ଖୋଲିଲା ହୀରାକୁଦର ଆଉ ୨ ଗେଟ୍‌, ସମୁଦାୟ ୩ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି।

 

୧୨-ଓଡ଼ିଶାରୁ ଓହରିବନି JSW ଗ୍ରୁପ, କମ୍ପାନି କହିଲା- ସେମିତି ଯୋଜନା ନାହି।

 

୧୩-ରାଜନଗର: ଦେବେନ୍ଦ୍ର ନାରାୟଣ ପୁର ଗାଁ ରାସ୍ତାରେ ରାତିରେ ବୁଲୁଛି କୁମ୍ଭୀର।

 

୧୪-ଜଗତସିଂହପୁର :ମା’ ଶାରଳା ଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ।

 

୧୫-ଆଠଗଡ଼ ତୋଟାପଡ଼ା ପ୍ରାଥମିକ ବିଦ୍ୟାଳୟ:ବଜ୍ରାପାତରେ ଫାଟିଲା ସ୍କୁଲ କାନ୍ଥ, ଅଳ୍ପକେ ବର୍ତ୍ତିଗଲେ ୨୦ରୁ ଅଧିକ ଛାତ୍ରଛାତ୍ରୀ।

 

୧୬-ସମ୍ବଲପୁର ଭୀମସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍ । ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନର ମାନଦଣ୍ଡ ପୂରଣ କରୁନଥିବା ଅଭିଯୋଗ।

 

୧୭-କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ଚାରିଆଡ଼େ ପଡ଼ିଛି ଆବର୍ଜନା।

 

୧୮-ବଣାଇ:ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ମହୁଲ ପଦା IIC, ମେଡିକାଲରେ ଭର୍ତ୍ତି।

 

୧୯-କଳାହାଣ୍ଡି:ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା,ଡିଏଫଓଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକ।

 

୨୦-ଭୁବନେଶ୍ୱର:ଭରତପୁର ଥାନାରେ ଲାଗିଲା ୧୬ଟି ସିସିଟିଭି।

 

୨୧-ଗିରଫ ହେଲେ ନକଲି କ୍ଷୀର କମ୍ପାନୀ ‘ରୋହିଣୀ’ ମାଲିକ ‘ପ୍ରଦୀପ୍ତ ପରିଡ଼ା’।

 

୨୨-ମୋଦୀଙ୍କୁ ଭେଟିଲେ ଜେ‌‌ଲେନକ୍ସି, ରୁଷ-ୟୁକ୍ରେନ ଅସ୍ତ୍ରବିରତି ନେଇ କଲେ ଆଲୋଚନା।

 

୨୩-ଭିକାରୀଙ୍କୁ ନପଠାଇବାକୁ ପାକିସ୍ତାନକୁ ଚେତାବନୀ, ଅପରାଧିକ କାର୍ଯ୍ୟକଳାପ ନେଇ ସାଉଦିର ଆକ୍ସନ।

 

୨୪-ଲେବନାନ ଉପରେ ଇସ୍ରାଏଲର ଆକ୍ରମଣ ଜୋରଦାର, ମୃତ୍ୟୁ ସଂଖ୍ୟା ୬୦୦ ଟପିଲା।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*