April 30, 2026

ଆଜି ଗୁଣପୁର ପୌର ପରିଷଦର ବଳରାମ ନଗର ଶକ୍ତିକେନ୍ଦ୍ର ସହାୟତାରେ ବୁଥ ନମ୍ବର ୨୩୧,୨୩୨ ର ସଦସ୍ୟ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ୧୧୩ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ କରାଯାଇଥିଲା।

IMG-20240825-WA0022
Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ଗୁଣପୁର ପୌର ପରିଷଦର ବଳରାମ ନଗର ଶକ୍ତିକେନ୍ଦ୍ର ସହାୟତାରେ ବୁଥ ନମ୍ବର ୨୩୧,୨୩୨ ର ସଦସ୍ୟ ଏବଂ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ୧୧୩ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ତ୍ରିନାଥ ଗୋମାଙ୍ଗୋ,ସଂଯୋଜକ ପ୍ରମୋଦ କୁମାର ସାହୁ,ମନ୍ କି ବାତ୍ ବିଧାନସଭା ସଂଯୋଜକ କୀର୍ତ୍ତି କୁମାର ପଣ୍ଡା,ନଗର ସଂଯୋଜକ ରୋହନ ପଟ୍ଟନାୟକ,ଯୁବ ମୋର୍ଚ୍ଚା ମୁଖୀ ଦିବାକର, ଜୟଦେବ ପଣ୍ଡା, ଦିଲୀପ ନାଗବଂଶ, ଶାନ୍ତୁନୁ ପାଣିଗ୍ରାହୀ,ଅମିତ୍ ଷଡ଼ଙ୍ଗୀ, ଦିଲୀପ ଦାସ,ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ନାୟକ, ରାମଚନ୍ଦ୍ର ପଟ୍ଟନାୟକ,G କ୍ରିଷ୍ଣାରାଓ,ପ୍ରସନ୍ନ କୁମାର ଦାସ,ବିରିପାକ୍ଷା ରଥ ଓ ଚନ୍ଦନ ସାହୁ ଉପସ୍ଥିତ ଥିଲେ।୧୦ ଗୋଟି ମଣ୍ଡଳରେ ମନ୍ କି ବାତ୍ କାର୍ଯ୍ୟକ୍ରମ ବହୁ ଆଡ଼ମ୍ବରେ ହୋଇଥିଲା।