April 27, 2026

ଜିରୋପଏଣ୍ଟରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବୈଠକ

IMG-20250625-WA0042
Share

 

 

ଆଜି ବୁଧବାର ପୂର୍ବାହ୍ନ ୧୧ଟାରେ ରାଜ୍ୟରେ ବିଜେପି ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଅତାବିରା ବ୍ଲକ ଅଧିନ ପାହାଡଶ୍ରୀଗିଡା ମଣ୍ଡଲ ଜିରୋପଏଣ୍ଟ ଠାରେ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଟ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତା ଚିତ୍ତରଂଜନ ଭୋଇ,ସୁଶାନ୍ତ ଶତପଥି,ରାଧାଚରଣ ବାରିକ,ବୈଶାଖୁ ଭୁଏ,ସରୋଜ ସାହୁ,ବିରେନ ହୋତା,ଲକ୍ଷ୍ମଣ ଭୋଇ,ବନମାଲୀ ଦୁରିତ.କୌଶିକ ମହାକୁର,ପହଲାଦ ଉର୍ମା ପ୍ରମୁଖ ଯୋଗଦାନ କରିଥିଲେ ଓ ସଂଘଠନ ବାବଦରେ ଆଲୋତନା କରିଥିଲେ |