ଓରମାସ ପକ୍ଷରୁ କ୍ରେତାବିକ୍ରେତା ମିଳନ କାର୍ଯକ୍ରମ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ର ହ୍ୟାଣ୍ଡଲୂମ ସଭାପତି ଶ୍ରୀ ପ୍ରହଲ୍ଲାଦ ମହନ୍ତ ଙ୍କୁ ଖୋର୍ଦ୍ଧା ଜ଼ିଲ୍ଲା ସଦର ମହକୁମା ଜ଼ିଲ୍ଲା ପରିସଦ କକ୍ଷ ରେ ଓରମାସ ପକ୍ଷ ରୁ ଆୟୋଜିତ କାର୍ଯ୍ୟ କ୍ରମ ରେ ମାନ ପତ୍ର ସହ ଉପଢୌକନ ଦେଇ ସୋମ୍ବର୍ଦ୍ଧିତ କରାଯାଇଛି. ଖବର ପ୍ରସାର ହବା ପରେ ସ୍ଥାନୀୟ ବିଧାୟକ ରୁପୁ ଭତରା.ପୌରାଧକ୍ଷ ଏମ ସଙ୍କର ରାଓ. ପୂର୍ବତନ ମନ୍ତ୍ରୀ ମଦ୍ମିନୀ ଦିଆନ. ବିଜେଡି ନେତା ଟିକି ସ୍ୱାଇଁ. ସାଂସଦ ପ୍ରତି ନିଧି ରାମେଶ୍ୱର ଜେନା ଗଣ ମାଧ୍ୟମ ଜରିଆରେ ସୂବେଚ୍ଛା ଜଣେଇ ଥିବା ର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
