ଖବର ଆଜିର
*ଖବର ଆଜିର*
*ତାରିଖ ୨୪/୦୬/୨୩, ଶନିବାର*
*୧-ସାରା ଓଡ଼ିଶା ଛୁଇଁଲା ମୌସୁମୀ,୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା।*
*୨-ଆଜିଠାରୁ ମିଳିବ ଦଶମ ଶ୍ରେଣୀ ପ୍ରମାଣ ପତ୍ର, ଜୁଲାଇ ୫ରୁ ୧୪ ମଧ୍ୟରେ ସଂଶୋଧନ।*
*୩-୫-ଟି ଉପକ୍ରମରେ ନନ୍ଦନକାନନ ହେବ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ।*
*୪-ଆଜି ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା, ପ୍ରସଙ୍ଗ ବନ୍ୟା, ବିଜୁଳି ବିଭ୍ରାଟ ଓ ରାଜଧାନୀରେ ଜଳବନ୍ଦୀ ସମସ୍ୟା।*
*୫-ଭୁବନେଶ୍ୱର:ଯୁଗଳ କିଶୋର ପାଇବେ ବାଲ୍ ସାହିତ୍ୟ ପୁରସ୍କାର।*
*୬-ସାବଧାନ ଅମାନିଆ ! HSRP ଯାଞ୍ଚକୁ ଜୋରଦାର କଲା ପରିବହନ ବିଭାଗ।*
*୭-ବାଲେଶ୍ଵରର ୩ ଜଟିଳ ମାଂସପେଶୀ ରୋଗୀଙ୍କ ଚିକିତ୍ସା ପାଇଁ ୩୦ ଲକ୍ଷ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।*
*୮-ତାଜୁବ କଲା ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ପତ୍ତି: ପଡୋଶୀଙ୍କ ଛାତ ଉପରୁ ଜବତ ହେଲା ପେଟିପେଟି ଟଙ୍କା।*
*୯-ଯୁଯୋମରା:ବଲବ ଯାଞ୍ଚବେଳେ ଅଘଟଣ, ବିଦ୍ୟୁତ ଆଘାତରେ ଶାଶୁ ବୋହୂ ମୃତ୍ୟୁ।*
*୧୦-ଲିଙ୍ଗରାଜ ମନ୍ଦିରରୁ ୪ ସେବାୟତ ଗିରଫ : ଭକ୍ତଙ୍କୁ ଦୁର୍ବ୍ୟବହାର ସହ ମାଗୁଥିଲେ ଟଙ୍କା ଓ ଅଳଙ୍କାର।*
*୧୧-ଭୁବନେଶ୍ୱର:୭୪ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନରେ ହେବ ଆଧୁନିକ ଶ୍ରେଣୀ ଗୃହ।*
*୧୨-ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା ଗିରଫ, ଠାବ ହୋଇଛି ଆୟ ଠାରୁ ୧୪୫ ପ୍ରତିଶତ ସଂପତ୍ତି।*
*୧୩-ଭବାନୀପାଟଣାରେ ବିଜେପିର ମହାଜନସଂପର୍କ ଅଭିଯାନ, ଯୋଗ ଦେଲେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା।*
*୧୪-ଜୁଲାଇ ୩ରୁ ଆଖଣ୍ଡଳମଣିଙ୍କ ଶ୍ରାବଣୀଯାତ୍ରା ଆରମ୍ଭ, ଚଳିତବର୍ଷ ୭ଟି ସୋମବାରରେ କାଉଡିଆ ଭକ୍ତ କରିବେ ଜଳାଭିଷେକ।*
*୧୫-ବନ୍ଦୀ ଆତ୍ମହତ୍ୟା ଉଦବେଗଜନକ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି।*
*୧୬-ପାଟନାରେ ସରିଲା ବିରୋଧୀଙ୍କ ମହାବୈଠକ, ମିଳିତ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ କହିଲେ ୨୦୨୪ ପାଇଁ ଏକାଠି ଲଢିବୁ, ମୋଦିଙ୍କୁ ହରାଇବୁ।*
*୧୭-ପାଟନା:ରାହୁଲଙ୍କୁ ଲାଲୁ ପ୍ରସାଦ ଯାଦବଙ୍କ ପରାମର୍ଶ, କହିଲେ- କଥା ମାନ, ବାହା ହୁଅ।*
*୧୮-ଥରେ କି ଦୁଇ ଥର ନୁହେଁ, ମୋଦୀଙ୍କ ଉଦବୋଧନ ବେଳେ ୧୫ ଥର ଛିଡ଼ାହୋଇ ସମ୍ମାନ ଜଣାଇଲେ ଆମେରିକୀୟ ସାଂସଦ।*
*୧୯-ଟାଇଟାନିକ ଜାହଜ ଧ୍ୱଂସାବଶେଷ ଦେଖିବାକୁ ଯାଇ ଆଉ ଫେରିଲାନି ଟାଇଟନ । ନିଖୋଜ ବୁଡ଼ାଜାହଜ ଠାବ, ସମସ୍ତ ୫ ଯାତ୍ରୀ ମୃତ।*
. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*