March 26, 2025

ସୋନପୁର ବ୍ଲକ୍ ଏଲିମେଣ୍ଟାରୀ ଛାତ୍ର ଛାତ୍ରୀ ମାନଙ୍କ ପରିଭ୍ରମଣ କାର୍ଯ୍ୟକ୍ରମ l 

Share

 

 

ସୋନପୁ୍ର, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ପ୍ରଯୋଜିତ ସୋନପୁର ବ୍ଲକ୍ ଏଲିମେଣ୍ଟାରୀ ଛାତ୍ର ଛାତ୍ରୀ ମାନଙ୍କ ପରିଭ୍ରମଣ କାର୍ଯ୍ୟକ୍ରମ ହୀରାକୁଦ ଡ଼୍ୟାମ, ନେହେରୁ ମିନାର୍,ବୁର୍ଲା ଅବଦୁଲ କଲାମ ପ୍ଲାନେଟରୀୟମ,ବିଜ୍ଞାନ ପାର୍କ , ଭିସୁଟ,ସମ୍ବଲପୁର ସମଲେଶ୍ଵରୀ ମନ୍ଦିର,ହୁମା ବକ୍ର ମନ୍ଦିର ଇତ୍ୟାଦି ସ୍ଥାନ ଛାତ୍ର ଛାତ୍ରୀ ମାନେ ବୁଲି ଦେଖିଥିଲେ। ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବ୍ଲକ୍ ର ପ୍ରାୟତଃ ୨୦୦ ଛାତ୍ର ଛାତ୍ରୀ ପରିଭ୍ରମଣ ର ଆନନ୍ଦ ଉପଭୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଫକୀର ଚରଣ ଭୋଇ ଙ୍କ ସହିତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଲୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।