April 30, 2026
rasi
Share

 

୧-ଭୁବନେଶ୍ୱର:ରାଜ୍ୟରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନକୁ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର କରାଯିବ।୨୫ଟି ITIରେ ଖର୍ଚ୍ଚ ହେବ ୨୦୦ କୋଟି।

 

୨-ଆଜିଠାରୁ ବରଗଡ଼ ପାଲଟିବ ମଥୁରାନଗରୀ, ଗୋପପୁର ପାଲଟିବ ଅମ୍ବାପାଲି; ୧୧ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ।

 

୩-ଭୁବନେଶ୍ୱର:ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ, ଏବେଠୁ ରାଜଧାନୀରେ ଲମ୍ବାଲାଇନ୍।

 

୪-ରତ୍ନଭଣ୍ଡାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲା; ASI ପକ୍ଷରୁ ହାଇକୋର୍ଟରେ ଦାଖଲ କରାଗଲା ସତ୍ୟପାଠ।

 

୫-ନୂଆବର୍ଷରେ ସୁରକ୍ଷା ପାଇଁ ୧୫ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ସମ୍ପୂର୍ଣ୍ଣ ଭୁବନେଶ୍ବର: ସିପି

 

୬-ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ।

 

୭-ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲା: ଏତଲା ପ୍ରସଙ୍ଗରେ ଅତିରିକ୍ତ ଡିସିପିଙ୍କ ପ୍ରତିକ୍ରିୟା, କହିଲେ ସମସ୍ତଙ୍କୁ ପଚାରିବୁ, ଆକ୍ସନ୍‌ ନେବୁ।

 

୮-ନୂଆବର୍ଷରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା, କେବଳ ସିଂହଦ୍ଵାର ଦେଇ ଭକ୍ତ କରିବେ ପ୍ରବେଶ।

 

୯-କଟକ:୨୫ରୁ ହାଇକୋର୍ଟଙ୍କ ଶୀତ ଅବକାଶ, ଜାନୁଆରୀ ୫ରେ କୋର୍ଟ ଖୋଲିବ।

 

୧୦-ଏକ ପ୍ରତିଷ୍ଠିତ ବ୍ୟାଙ୍କରୁ ସହଜ ,ସରଳ ଓ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ଋଣ, କ୍ରେଡିଟ କାର୍ଡ,ଜମା ଓ ଚାଲୁ ଖାତା,ଏଫଡି ଓ ବୀମା ସେବା ପାଇଁ ଯୋଗାଯୋଗ କରନ୍ତୁ:7008222513,9937988151

 

୧୧-ଆଜି ମଧ୍ୟ ରାତ୍ରରେ ଧରାବତରଣ କରିବେ ଯିଶୁ,ଲିଚୁ ଆଲୋକରେ ଚର୍ଚ୍ଚ ପରିସର ହେଉଛି ରଙ୍ଗୀନ।

 

୧୨-ବିନିକା:ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ , ୨୦ ସ୍କୁଲ ଛାତ୍ରଛାତ୍ରୀ ଆହତ।

 

୧୩-ଦୋଛକିରେ ମହାନଦୀର ଭାଗ୍ୟ ଓ ଭବିଷ୍ୟତ; ଛତିଶଗଡ଼ ପଟେ ପାଣି ପାଣି, ଓଡ଼ିଶା ପଟେ ଖାଲି ବାଲି ବାଲି।

 

୧୪-ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା: ଅଟୋ- କାର-ହାଇୱା ପିଟାପିଟି, ୩ ଗୁରୁତର।

 

୧୫-ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦଙ୍କ ଡିଭିଜନାଲ୍ କମିଟି ବୈଠକ: ଦ୍ରୁତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ଉନ୍ନତ ଟ୍ରେନ୍ ସେବାକୁ ଗୁରୁତ୍ଵ।

 

୧୬-ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ନୂଆ ନିୟମ, ବକେୟା ଫାଇନ୍ ଥିଲେ ମିଳିବନି ପ୍ରଦୂଷଣ ସାର୍ଟିଫିକେଟ।

 

୧୭-ଭୁବନେଶ୍ୱର : ଧରାପଡ଼ିଲା ଧ୍ରୁତ ସେଲ୍ସ ମ୍ୟାନେଜର । ଘରୋଇ ଫାଇନାନ୍ସ କମ୍ପାନୀର ସେଲସ ମ୍ୟାନେଜର ରାମ ନାରାୟଣ ବଳ ବ୍ୟାଙ୍କ ଅକ୍ସନ ଜମି ଜାଲିଆତି ମାମଲାରେ ଗିରଫ।

 

୧୮-ଆସନ୍ତା ଜାନୁଆରୀ ୮ରୁ ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର ଗଣନା ଆରମ୍ଭ ହେବ।

 

୧୯-ମାଲକାନଗିରି:ଅସ୍ତ୍ର ଛାଡି ଗୋଲାପ ଧରିଲେ ୨୨ ହାର୍ଡକୋର ମାଓବାଦୀ, ମୁଣ୍ଡ ଉପରେ ଥିଲା ୨ କୋଟି ୨୫ ଲକ୍ଷ ଟଙ୍କାର ପୁରସ୍କାର।

 

୨୦-ଲକ୍ଷ୍ନୌ: ପରସ୍ପର ସହ ଯୋଡ଼ି ହୋଇଗଲା ଅନ୍ତନଳୀ,ଫାଷ୍ଟ ଫୁଡ ଖାଇ ଜୀବନ ହାରିଲେ ୧୬ ବର୍ଷୀୟା ଛାତ୍ରୀ ଅହାନା।

 

୨୧-RBI ରିପୋର୍ଟ:ଏବେ ନିବେଶ ପାଇଁ ସବୁଠୁ ନିରାପଦ ସୁନା, ବିପଦଜନକ ନିବେଶ ଆସେଟ୍

ଅଶୋଧିତ ତେଲ।

 

୨୨-ନୂଆଦିଲ୍ଲୀ:ବାଂଲାଦେଶରେ ହିନ୍ଦୁ ଯୁବକଙ୍କ ହତ୍ୟା ଘଟଣାକୁ ବିରୋଧ,ଦେଶ ବ୍ୟାପୀ ଭିଏଚପିର ବିରୋଧ।

You may have missed