September 17, 2026
ajiro khabar
Share

୧-ଆଜି ‘ସୁଭଦ୍ରା’ର ଜନ୍ମ ଦିନ,ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ।

୨-ଓଡ଼ିଶାରେ ୫ ଓରାଂଓଟାନ ଶାବକ: ତିନି ଶାବକ ରକ୍ତହୀନତାର ଶିକାର। ରେଡ଼ିଓଗ୍ରାଫି କରାଗଲା।

୩-ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୧୧ ମୃତ।

୪-ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ।

୫-ଜଳେଶ୍ଵର:ଖପରାପଦା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ଡକାୟତି ଘଟଣା, ପୋଲିସ ପଞ୍ଝାରେ ୫ ଲୁଟେରା।

୬-ସମ୍ବଲପୁରକୁ ନୂଆଁଖାଇ ଭେଟି ଦେଲେ ମୁଖ୍ୟମନ୍ତ୍ରୀ: ୯୬୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଓ ଦେଶର ୫୧ତମ ଡଫଲର ରାଡାର।

୭-ଭୁବନେଶ୍ୱର:ସେପ୍ଟେମ୍ବର ୧୯ରେ ଲଘୁଚାପ, ପୁଣି ବର୍ଷାରେ ଭିଜିବ ସାରା ଓଡ଼ିଶା।

୮-ଲୋକଙ୍କୁ ଘାରିଛି ଇ-ଚାଲାଣ ଭୟ, ବର୍ତ୍ତିବା ପାଇଁ ଆପଣାଇଛନ୍ତି ଅଭିନବ ଉପାୟ, କପଡ଼ାରେ ଲୁଚାଉଛନ୍ତି ଗାଡ଼ି ନମ୍ବର।

୯-ସେପ୍ଟେମ୍ବରରେ ପୁଣି ଡରାଇଲା ବାତ୍ୟା ଭୟ; ଚିନ୍ତା ବଢ଼ାଇଲା ବିଭିନ୍ନ ମଡେଲ୍‌ର ଆକଳନ, ଓଡ଼ିଶା-ଆନ୍ଧ୍ର ଉପରେ ରହିଛି ନଜର।

୧୦-ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର ଓ ନବରଙ୍ଗପୁରରେ ପ୍ରସ୍ତାବିତ ନୂଆ ମେଡିକାଲ କଲେଜ ପ୍ରକଳ୍ପ, ଜମି ସମସ୍ୟା ଯୋଗୁଁ ଅଟକି ରହିଛି।

୧୧-ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା: ଓଡ଼ିଶାରେ ରେଳ ପାଇଁ ୧ ଲକ୍ଷ କୋଟି ଭିଜନ୍, ୬ ଜିଲ୍ଲାକୁ ମିଳିବ ସିଧାସଳଖ ଫାଇଦା।

୧୨-କାକଟପୁର, ଟେଣ୍ଟୁଳିଆ ଗାଁ:ବୁଲା ବ୍ୟବସାୟୀଙ୍କଠାରୁ ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ; ବାନ୍ତି-ଝାଡ଼ାରେ କମ୍ପିଲା କାକଟପୁର ଗାଁ।

୧୩-ବ୍ରହ୍ମପୁର:ଜେଲ୍‌ରୁ ବାହାରିବାର କିଛି ଦିନରେ ପୁଣି ଅଡୁଆରେ ବିକ୍ରମ ପଣ୍ଡା; ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ନୂଆ ମାମଲା ରୁଜୁ।

୧୪-ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଦଳରେ ସାମିଲ ହେଲେ ଆକିବ ଓ ନମନ ଧୀର।

୧୫-ୟୁପିଆଇ ଉପରେ ଦେୟ ନିଷ୍ପତି ଖାରଜ କରିବାକୁ ସୁପ୍ରିମ କୋର୍ଟରେ ମାମଲା ରୁଜୁ।

୧୬-EPF ଉପରେ ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଦରମା ସୀମା ୧୫,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କାକୁ ହେଲା ବୃଦ୍ଧି।

୧୭-କୋବ୍ରା ୟୁନିଟ୍‌ରେ ମହିଳା ଶକ୍ତିର ନୂଆ ଅଧ୍ୟାୟ, ଆଇଜି ଭାବେ ଦାୟିତ୍ୱ ନେଲେ IPS ସଂଯୁକ୍ତା ପରାଶର।

୧୮-ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ ମସିହା ପାଇଁ ଦାଦା ସାହେବ୍ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେବେ।

୧୯-ଆରବ ସାଗରରେ ଭାରତ-ପାକିସ୍ତାନ ଜାହାଜ ମୁହାଁମୁହିଁ।ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ସମନ ଜାରି।

୨୦-ଆଦାନୀଙ୍କୁ ପଛରେ ପକାଇ ଏସିଆର ନମ୍ବର-୧ ଧନୀ ହେଲେ ଟିକଟକ ମାଲିକ ଜାଙ୍ଗ ୟିମିଙ୍ଗ; ସମ୍ପତ୍ତି ବୃଦ୍ଧି ପଛରେ AI।

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏