November 26, 2024

Day: August 24, 2024

ସ୍ୱାଧୀନତା ସଂଗ୍ରାମୀ ସହିଦ ଶିବରାମ ରାଜଗୁରୁଙ୍କ ଜନ୍ମବାର୍ଷିକୀରେ ମାଗଣା ସ୍ୱାସ୍ଥ୍ୟ ସଚେତନତା ଶିବିର ଓ ଔଷଧ ବଣ୍ଟନ..

ଛତ୍ରପୁର -ତା ୨୪-୦୮-୨୦୨୪ ରିଖ(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ବିପୁଲିଙ୍ଗି ପଂଚାୟତ ର କରା ତଳି ଗ୍ରାମରେ ଶନିବାର ସ୍ୱାଧୀନତା ସଂଗ୍ରାମୀ ସହିଦ ଶିବରାମ ରାଜଗୁରୁଙ୍କ...

ରାୟଗଡା ଟ୍ରକ ମଲିକ ସଙ୍ଘ ପକ୍ଷରୁ ଆନ୍ଧ୍ର ଓଡିଶା ସୀମାନ୍ତ ଗୁମୁଡା ଠାରେ ରାସ୍ତାର ଶୋଚନୀୟ ଅବସ୍ଥା ନେଇ ରାଲି 

  ରାୟଗଡା : ଆନ୍ଧ୍ର ଓଡିଶା ର ଲାଇଫ ଲାଇନ କୁହାଯାଉଥିବା ବିଶାଖପାଟନମ ରାଇପୁର ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଆଜି ରାୟଗଡା ଟ୍ରକ ମଲିକ ସଙ୍ଘ...

ଭଂଜନଗରରେ ତୃତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ 

ଭଂଜନଗର ବେଲଗୁଣ୍ଠା, ୨୪ ଅଗଷ୍ଟ : ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ରାଜ୍ୟର ସମସ୍ତ କ୍ଲଷ୍ଟର ରେ ଆଜି ପ୍ରଧାନ ଶିକ୍ଷକ ଓ...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ OUATର ବହୁତ ବଡ ଅବଦାନ ଅଛି ପନିପରିବା, ମାଛ ଓ ତୈଳବୀଜ ଉତ୍ପାଦନରେ ସ୍ବାବଲମ୍ବୀ ହେବା ପାଇଁ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ନୂତନ ଜ୍ଞାନକୌଶଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା   ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର 63 ତମ ପ୍ରତିଷ୍ଠା ଦିବସ   ଓଡିଶାରେ ଶସ୍ୟ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ OUATର...

ଆଜି ଗୁଣପୁର ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ.ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷ୍ୟାତ କରି ଗୁଣପୁର ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ |

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ଗୁଣପୁର ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ୱାଇ.ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମାନନୀୟ ଶ୍ରୀ ମୋହନ...

ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ପ୍ରଗତି ନିମିତ୍ତ ଆଲୋଚନା ଚକ୍ର। 

  ବୋଲଗଡ଼,(ଉପାନ୍ତ ଖବର) :ବୋଲଗଡ଼ ବ୍ଲକ ନୂଆସାହି ସାଧନ କେନ୍ଦ୍ର ସଂଯୋଜକ ବିଶ୍ୱରଂଜନ ସେଠୀଙ୍କ ଆବାହକତ୍ୱରେ ୯ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ମୌଳିକ ଭାଷା...

ଶୌଚାଳୟରେ ଚାଲିଗଲା ୩ ଜୀବନ 

  ସମ୍ବଲପୁର: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ସେଣ୍ଟ୍ରିିଂ ଖୋଲିବାକୁ ଶୌଚାଳୟ ଟାଙ୍କିରେ ପ୍ରବେଶ କରିବା ପରେ ଶ୍ବାସରୁଦ୍ଧ ହୋଇ ୨...

ଆଶା ଇକବାଲ ମହିଳା ପତ୍ରକାର ସମ୍ମାନ 2024 ପାଇଁ ଓଡିଶା ରୁ ଦୁଇ ମହିଳା ପତ୍ରକାର ମନୋନୀତ

      କୋରାପୁଟ ଜ଼ିଲ୍ଲା କୋଟପାଡ଼ ର ମହିଳା ସାମ୍ବାଦିକ ଶ୍ରୀମତୀ ମଞ୍ଜୁଳା ପଟ୍ଟନାୟକ ଏବଂ ଗଞ୍ଜାମ ର ବିଜୟ ଲଷ୍ମୀ ମହାଙ୍କୁଡ ଙ୍କୁ ଓଜେୟୁ...

ସ୍ଥାୟୀ ମରଣଯନ୍ତା ପାଲଟିଛି କୁକଡିପଦର – ଅଁଳାଭଟା ରାସ୍ତା ..

 କୋଟପାଡ଼ ବ୍ଲକ ଘୁମର ପଞ୍ଚାୟତର ଠାରୁ କୁକଡିପଦର- ଅଁଳାଭଟା ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅନେକ...

ପୁରୀ ରେ ରୋଟାରୀ ଇଣ୍ଟରନେଶନାଲ ଦୁଇଦିନିଆ ଜିଲ୍ଲା ପ୍ରାନ୍ତପାଳ ସମ୍ମିଳନୀ ଅନୁଷ୍ଠିତ l

  ଆଜି ପୁରୀ ଚକର୍ତ୍ତୀଥ ରୋଡ଼ ସ୍ଥିତ ହୋଟେଲ ହଲିଡେ ରିସର୍ଟ ସଭାଗୃହରେ ରୋଟାରୀ ଇଣ୍ଟରନେଶନାଲ ର ଦୁଇଦିନିଆ ଜିଲ୍ଲା ପ୍ରାନ୍ତପାଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.