March 7, 2026

Day: July 24, 2025

ଖଣି ପ୍ରଭାବିତ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉତ୍କଳ ଆଲୁମିନାର ପ୍ରୟାସ  ୩ଟି ମୁକ୍ତ ବ୍ୟୟାମଶାଳା ଓ ୨ଟି ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

  ଟିକିରି, ୨୪/୭; ରାୟଗଡା ଜିଲ୍ଲା ଟିକିରି ଅଧୀନ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ବାଫ୍ଲିମାଳି ଖଣି ସିଏସଆର ତରଫରୁ...

ବୁଗୁଡ଼ା କୋର୍ଟର ୧୬ତମ ପ୍ରତିଷ୍ଠା ଦିବସ ପାଳିତ 

ବୁଗୁଡ଼ା : ୨୪/୦୭/୨୫ : ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଓକିଲ ସଂଘ...

୧୫ ଦିନ ରେ ସମାଧାନ ନ ହେଲେ ଆତ୍ମହୁତି ଦେବେ ସରପଞ୍ଚ ..

  ୧- ସାଇଲୋ ସରପଞ୍ଚ ଓ କୁଜଙ୍ଗ ବିଡ଼ିଓ ଙ୍କ ବିବାଦ , ୨- ଆତ୍ମହୁତି ଦେବେ ସରପଞ୍ଚ ,୩- ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କୁ...

ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ 

ବୁଗୁଡ଼ା : ତା ୨୪/୦୭/୨୫ : ସ୍ଥାନୀୟ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଶ୍ରୀ ବଳଦେବଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଛାତ୍ରଛାତ୍ରୀଙ୍କୁ ନେଇ...

ଅବକାରୀ ଓ ପୋଲିସର ମିଳିତ ଚଢାଉ , ବହୁ ପରିମାଣର ପୋଚ ଓ ଦେଶୀମଦ ଜବତ, ଗିରଫ ଶୂନ look

ବୁଗୁଡା : ତା ୨୪/୦୭/୨୫ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସର ମିଳିତ ଚଢାଉ କରାଯାଇ ପ୍ରଚୁର ପରିମାଣର ପୋଚ ଓ ଦେଶୀମଦ...

ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଓଥ ଟେକିଂ ଓ ହ୍ୱାଇଟ୍ କୋଟ୍ ସେରି ମୋନି ଉଦଯାପିତ 

    ପାରଳାଖେମୁଣ୍ଡି:୨୪/୭(ଗରୁଡ ଧ୍ଵଜ ଚୌଧୁରୀ)ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ନର୍ସିଂର ୨୩ ଜୁଲାଇ ୨୦୨୫ ରେ ଓଥ୍ ଟେକିଂ ଓ ହ୍ୱାଇଟ୍ କୋଟ୍ ସେରିମୋନି ଉଦ୍‌ଯାପିତ...

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ଠାରେ ଗୋ-ହତ୍ୟା ପାଇଁ ବୁଲା ଷଣ୍ଢକୁ ମରଣାତ୍ମକ ଆକ୍ରମଣ

      ପାରଳାଖେମୁଣ୍ଡି:୨୪/୭(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଗୋହତ୍ୟା କରିବା ଉଦ୍ଦେଶ୍ୟରେ ବୁଲା ଷଣ୍ଡକୁ ଅତ୍ୟନ୍ତ ଅମାନୁଷିକ ଭାବେ ମରଣାତ୍ମକ ଆକ୍ରମଣ କରାଯାଇଛି....

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମା ଶାନ୍ତି ପାଇଁ ନିରବ ପ୍ରାର୍ଥନା 

ିର ୍ର୍୍ର   ପାରଳାଖେମୁଣ୍ଡି:୨୪/୭(ଗରୁଡ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଫକୀର ମୋହନ କଲେଜର...

ନାନୋ ୟୁନିକର୍ଣ୍ଣ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ* 

          ପାରଳାଖେମୁଣ୍ଡି,ତା.୨୪.୦୭.୨୦୨୫ ଗଜପତି ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ୧ ଲକ୍ଷ ଟଙ୍କା...

ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ..

  ତିର୍ତ୍ତୋଲ ::-ପାରାଦ୍ଵୀପ ସ୍ଥିତ ମାଳିକା ବର୍ଣ୍ଣିତ ଉଦୟବଟ ଧାମ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ତଥା ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର...