April 24, 2026

ଉମରକୋଟ ଠାରେ ନିଖୂଳ ଉକୂଳ ବଞାରା ସମାଜ ନବରଙ୍ଗପୁର ଜିଲ୍ଲାର ନୂତନ କମିଟି ଗଠନ…..

IMG-20250624-WA0009
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ଅନ୍ତର୍ଗତ ସେମଳା ଗ୍ରାମର ମା କଙ୍କାଳୁଣୀ ମନ୍ଦିର ପରିସରରେ ଏକ ଜିଲ୍ଲାସ୍ତରୀୟ ବୈଠକଅନୁଷ୍ଠିତ ହୋଇଥିଲା। ଭକ୍ତ ବୈଠକରେଆମ ଜିଲ୍ଲାର ଦଶ ଗୋଟି ବ୍ଳକର ସମସ୍ତ ବ୍ୟକ୍ତି ଓ ବ୍ଲକ କର୍ମକର୍ତ୍ତ। ସଭାପତି ସମ୍ପାଦକ ଓ ପ୍ରତ୍ୟେକ ପରିବାରର ମୂଖ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସମସ୍ତକୁ ସ୍ଵାଗତ ଜଣାଇ ସର୍ବପ୍ରଥମେ ମା’ ବଞ୍ଚାରୁଣୀ ଓ ସନ୍ଥସେୱ।ଲାଲଜୀଙ୍କୁ ପୂଜାରର୍ଚ୍ଛନା କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭାରେ ସଭାପତିତ୍ଵ ଶ୍ରୀଛେଡୁରାମ ନାୟକ ଓ ସଭା ପରିଚାଳନା ଶ୍ରୀନାରାୟଣ ବଞ୍ଜାରା ଏବଂ ଶ୍ରୀଫଗୁ ବଞ୍ଜାରା ସମସ୍ତଙ୍କୁ ସ୍ଵାଗତ ଜଣାଇ ନିଜ ନିଜର ସ୍ଥାନ ଗ୍ରହଣ କରିବାପାଇଁ କହି ସମସ୍ତଙ୍କୁ ରାମ ରାମସମ୍ବୋଧନଜଣାଇଥିଲେ। ଜିଲ୍ଲା ସମ୍ପାଦକ ସେନିଜର ଅଭିଭାଷଣ ପ୍ରଦାନ କରିବାପରେ ଦଶଗୋଟି ବ୍ଳକର ସମୀକ୍ଷା କରି ପ୍ରତ୍ୟେକ ବ୍ଳକର ସଭାପତି ଠାରୁ ନିଜର ଅଭିଭାଷଣ ଓ ସୁଚିତିତ ମତାମତ ପ୍ରଦାନ କରିବାପାଇଁ କୁହାଯାଇଥିଲା । ତତ୍ ପରେ ଜିଲ୍ଲା କମିଟିକୁ ପୁନଃଗଠିତ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଠାରୁ ମତାମତ ଲୋଡ଼ାଯାଇଥିଲା । କିନ୍ତୁ କୌଣସି ନିସ୍କର୍ଷ ବାହାରିଲା ନାହିଁ ତାହା ସ୍ଵତ୍ତେ ମଧ୍ୟ ବହୁ ସମର୍ଥନକ୍ରମେ ପୂର୍ବ କମିଟିକୁ ପୁଣି କିଛି ପରିବର୍ତ୍ତନ କରି ନୂତନ କମିଟି ଗଠନ ପାଇଁ ଚୟନ ପ୍ରକ୍ରିୟା କରିବାପାଇଁ ନିଷ୍ପତ୍ତୀ ନିଆଗଲା । ଶ୍ରୀମିଟୁରାମ ନାୟକ (ସଭାପତି)ଉପସଭାପତି,_ବଳରାମ ନାୟକ , ମନୁ ବଞ୍ଜାରା (ଫୁଫୁଗାଁ) ପରମାନନ୍ଦ ବଞ୍ଜାରା , ସମ୍ପାଦକ -ନାରାୟଣ ବଞ୍ଜାରାସହ ସମ୍ପାଦକ, ଧନିରାମ ନାୟକ, ଯଦୁମଣୀ ବଞ୍ଜାରା – କୋଷାଧ୍ୟକ୍ଷ ,ଉପଦେଷ୍ଠା -କମଳବଞ୍ଜାରା(କୋଇଲିମୁଣ୍ଡା)- ଛେଡୁରାମ ନାୟକ, ଲକ୍ଷ୍ମଣ ବଞ୍ଜାରା’ ମୂରା ନାଏକ(ମାଲଗାଁ), ଚପରାଣି – ଡମୁବଞ୍ଜାରା (ଡାବୁଗାଁ) ଲାଲୁ ବଞ୍ଜାର। ଚମରୁ ବଞ୍ଜରା , ଜିଲ୍ଲା ସଭ୍ୟ -ହରେଲାଲବଞ୍ଜାରା. ମହେଶ୍ଵର ବଞ୍ଜାରା (କନ୍ଧଗୁଡ଼ା). ବିଶ୍ଵନାଥବଞ୍ଜାରା.କହଁରଲାଲ ବଞ୍ଜରା. ବନମାଳୀ(କୋଷାଗୁମୁଡ଼ା). ଡ଼ମୁଵଞ୍ଜାରା (କେନ୍ଦୁ ଗୁଡ଼l). ଦେବୀସିଂ.ଡାବୁଗାଁ.ଶ୍ୟାମଲାଲ ବଞ୍ଜାରା(ସରପଞ୍ଚ ପ୍ରତିନିଧି) ରାଖିରାମ ବଞ୍ଜରା (ପୂର୍ବତନ ଭିକ୍ଷା ସରପଞ୍ଚ).ମିତିଆ ସଂଯୋଜକ-ରାମେଶ୍ଵର ନାୟକ.କର୍ମଚାରିସେଲ-ରମେଶ ନାୟକ. ଜିଲ୍ଲାସଂଯୋଜକ- ଫଗୁ ବଞ୍ଜାରା ଏବଂ ଅନ୍ୟାନ୍ୟ ସମାଜ ପ୍ରେମୀ-ମୁନସୀନାୟକ.କାନ୍ଦ୍ରୁ. ବାସୁ. ଗୁରୁବାରୁ. ଧନେଶ୍ୱର. ମାଧୁ.ପୂରେନ.ଚୈତନ୍ୟ.କୁଶ.ଗୌରଚନ୍ଦ.ଅମୃ. ଲ।ଲା.ନରେନ୍ଦ୍ର. ସମାଜର ନାୟକ- ଶ୍ରୀ ଖଗପତି ବଞ୍ଜାରା । ଭକ୍ତବୈଠକରେ ଉମରକୋଟ ବ୍ଲକର ସାତଟି ଗ୍ରାମ ର ଲୋକମାନେ ଏବଂ ଝରିଗାଁ ବ୍ଳକର ଭିକ୍ଷା. ବେଲଗାଁ.କରମରି. କନ୍ଧଗୁଡ଼ା. ମଙ୍ଗଲିଗୁଡ଼ା ସମସ୍ତେ ଉପସ୍ଥିତ ରହିଥିଲେ । ଏବଂ ଚନ୍ଦାହାଣ୍ଡି.ପାପଡ଼ାହାଣ୍ଡି. ନବରଙ୍ଗପୁର.ଡାବୁଗାଁ.କୋଷାଗୁମୁଡ଼ା.ରାଇଘର. ଉମରକୋଟ.ଝରିଗାଁ ପ୍ରତ୍ୟେକ ବ୍ଳକର ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମାଜ ପ୍ରେମୀ ବନ୍ଧୁମାନେ ଯଥା- ରାମଦୟାଲ.ନନ୍ଧା.ଜଗୁ. ଲଛମନ. ଗିରିଧାରୀ.ସର୍ଜୁନ.ଦୟାନିଧି.ମହେଶ୍ଵର. ହଲଧର.ଶିବ. ହେମନ୍ତ. ଛବି. ରୁଦ୍ର. କେଶବ. ବିହାରୀ ମୋତିଲାଲ ରୋମାଞ୍ଚ ବନଶୀ ପୁରୁଷୋତ୍ତମ ଭକ୍ତ ବୈଠକରେ ଶତାଧିକ କର୍ମକର୍ତ୍ତ ଓ ସମାଜ ପ୍ରେମୀମାନେ ଯୋଗଦେଲାପରେ । ପରବର୍ତ୍ତୀସମୟରେ ଜିଲ୍ଲା ର ସମସ୍ତ ବ୍ଳକର ସହମତି କ୍ରମେ ସଂପୂର୍ଣ୍ଣଭାବେ ନୂତନ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତୀ ନିଆଗଲା । ସନ୍ଧ୍ୟା ୫ଘଟିକା ସମୟରେ ସମସ୍ତକୁ

ସେମଳା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଲକ୍ଷ୍ମଣ ବଞ୍ଜରା ଧନ୍ୟବାଦ ଜଣାଇ ସଭାସାଙ୍ଗ କରାଯାଇଥିଲା ।