ବ୍ରହ୍ମଗିରି ସୁବାଷ ବୋଷ ଜୟନ୍ତୀ କମିଟି ପକ୍ଷରୁ ସୁବାଷ ବୋଷ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ କରାଯାଇଛି l
ଗତକାଲି ସୁବାଷ ବୋଷ ଜୟନ୍ତୀ ରେ ବ୍ରହ୍ମଗିରି ସୁବାଷ ବୋଷ ଜୟନ୍ତୀ କମିଟି ପକ୍ଷରୁ ବ୍ରହ୍ମଗିରି ଢ଼ାବା ଛକଠାରେ ସୁବାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଦିବସ ମହାଡ଼ମ୍ବରରେ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସଭାପତି ପଦ୍ମାଲାଭ ପଣ୍ଡାଙ୍କ ଅଧକ୍ଷତା ରେ ସମ୍ପାଦକ ଆମ ଆଦମୀ ପାର୍ଟି ର ଟାଣୁଆ ଯୁବନେତା ଯୁଧିଷ୍ଠିର ବାରିକ, ପୁନିଆ ପଣ୍ଡା, ସମାଜସେବୀ ତଥା ସାମ୍ବାଦିକ ରମେଶ ସାହୁଙ୍କ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଦୁଇ ଦେଶ ସେବକଙ୍କ ଜନ୍ମଦିନ ପାଳନ ସହିତ ଜାତୀୟ ପତାକା ଉତ୍ତୋଳନ କରି ମହାଡ଼ମ୍ବରରେ ଦୁଇ ଜନନାୟକଙ୍କ ଜନ୍ମଦିନ ପାଳନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
