April 24, 2026

ବ୍ରାହ୍ମଣୀଗାଁ ଥାନା ଓ ଅବକାରୀ ବିଭାଗର ଚଢ଼ଉ ୧୬୦ କେଜି ମହୁଲ ପୋଚ ନଷ୍ଟ

uigiug8ik
Share

 

ବ୍ରାହ୍ମଣୀଗାଁ ତା:୨୪/୦୧ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ଓ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ୧୬୦ କେଜି ର ମହୁଲ ପୋଚ ନଷ୍ଟ କରିବା ସହ ସେଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଅଞ୍ଚଳ ରେ ଦେଶୀ ମଦ କାରବାର କୁ ରୋକିବା ପାଇଁ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳ ବାର ଦିନ ସକାଳୁ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ ଙ୍କ ନେତୃତ୍ବରେ ପୋଲିସ ବାହିନୀ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇ ଥିବା ବେଳେ ଭିମାନାଳ ଅଞ୍ଚଳ ରୁ ମଦଭାଟି ଭାଙ୍ଗିବା ସହ ୧୬୦ କେଜି ର ପୋଚ ନଷ୍ଟ କରାଯାଇ ଥିବା ନେଇ ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)

You may have missed