November 14, 2024
Share

ଅସ୍ତରଂଗ,, ସୋମବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ପିର ଜାହାନିଆଁ ବେଳାଭୂମି ବୁଲିବାକୁ ଆସି ଜଗତସିଂହପୁର ପଣସପଦା ଅଞ୍ଚଳର ସେକ ଆଜମର ଅଲି ୨୭ବର୍ଷ ଓ ସାକୀର ଖାନ ୧୮ବର୍ଷ ସମୁଦ୍ର ରେ ଗାଧୋଇ ଥିବା ବେଳେ ,ଦୁଇ ଜଣ ଯାକ ଭାଷୀ ଯାଇଥିଲେ । ଆଜମର ଭାଷୀ ଯିବାର କିଛି ସମୟ ପରେ ,ମୃତ ଅବସ୍ଥାରେ କୂଳରେ ଲାଗିଥିବା ବେଳେ, ସାକୀର୍ ଖାନ ସ୍ରୋତରେ ଭାସିଯାଇ ନିଖୋଜ ଥିଲା । ହେଲେ,ମଙ୍ଗଳବାର ସକାଳୁ ଅସ୍ତରଙ୍ଗ ଦମକଳ ବାହିନୀ, ପୋଲିସି ଓ ତାର ପରିବାର ର ସଦସ୍ୟ ଖୋଜା ଖୋଜି କରିବା ପରେ ତାର ମୃତ ଶରୀର, ସମୁଦ୍ର କୂଳର ଦକ୍ଷିଣ ପଟରେ ଥିବା ଆଇଁସିଣିଆ ତଣ୍ଡା ନିକଟରେ ଲାଗି ଥିବାର ଦମକଳ ବାହିନୀର କର୍ମଚାରୀ ମାନେ ଠାବ କରି ଥିଲେ । ସେଠୁ ଉଦ୍ଧାର କରି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଓ ପରେ ସବ ପଞ୍ଚନାମା ନିମନ୍ତେ ଚାରିଛକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି ବୋଲି ଅସ୍ତରଙ୍ଗ ପୋଲିସ ସୂତ୍ରରୁ ଜଣା ପଡ଼ିଛି ।
[04:07, 24/01/2023] Ganesh 3 airtel: ଦୁଃଶାସନ ନାୟକ,ଅସ୍ତରଙ୍ଗ