June 8, 2026

ଗୋଶାଳା ଫାର୍ମରେ ସ୍ଥାୟୀ ଚାକିରି ଦାବିରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ 

IMG-20240723-WA0002
Share

 

ସମ୍ବଲପୁର: ଗୋଶାଳା ଫାର୍ମରେ ସ୍ଥାୟୀ ଚାକିରି ଦାବିରେ ଅଞ୍ଚଳବାସିନ୍ଦା ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ଅଞ୍ଚଳବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଏକ ଦାବିପତ୍ର ଦେବାସହ କହିଛନ୍ତି ଯେ ଗୋଶାଳା ଠାରେ ଥିବା ଯୁଗ୍ମ ନିର୍ଦ୍ଦେଶକ ପଶୁପାଳନ ଓ ପଶୁ ଚିକିତ୍ସା ବିଭାଗ ଅଧୀନରେ ଥିବା ଫାର୍ମରେ ୨୦ ରୁ ୨୫ ଜଣ ବହୁ ବର୍ଷ ଧରି କାମ କରିବା ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳି ପାରିନାହିଁ। ଏଣୁ ସେମାନେ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ଯରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

You may have missed