July 3, 2024

ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ଅଧିକାରୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

Share

ପାରଳାଖେମୁଣ୍ଡି:୨୩/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ସାନ ବ୍ରାହ୍ମଣ ସାହି ବାସିନ୍ଦା ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀକାନ୍ତ ଅଧିକାରୀଙ୍କ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ, ଝିଅ ଓ ଜ୍ବାଇଁ ସମେତ ପରିବାର ଉପସ୍ଥିତ ଥିଲେ ତାଙ୍କର ମୃତ୍ୟୁରେ ଏ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି l ସେ ଜଣେ ମିଷ୍ଠ ଭାଷୀ ଓ ମେଳାପି ଥିଲେ l ଓକିଲାତି କ୍ଷେତ୍ରରେ ଗଜପତି ଜିଲ୍ଲାରେ ତାଙ୍କର ଦବ ଦବା ରହିଥିଲା l ତାଙ୍କର ମୃତ୍ୟୁରେ ଆଇନଜୀବୀ, ବୁଦ୍ଧିଜୀବୀ ମହଲରେ ଏକ ପ୍ରକାର ଶୋକର ଛାୟା ଖେଳାଇ ଦେଇଛି