July 3, 2024
Share

 

➡️୧-ପ୍ରଶାସନିକ ସ୍ତରରେ ନୂଆ ନିଯୁକ୍ତି ଓ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀଙ୍କୁ ଓସେପାର ଅତିରିକ୍ତ ଦାୟୀତ୍ବ।

➡️୨-ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ନିଗମରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷଙ୍କୁ ଦାୟିତ୍ଵରୁ ଦିଆଗଲା ଅବ୍ୟାହତି।

➡️୩-ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଶ୍ରୀଜିଉ । ୧୦୮ ଗରା ସୁବାସିିତ ଜଳରେ ସ୍ନାନ କଲେ ଚତୁଦ୍ଧାମୂର୍ତି, ଶ୍ରୀଜିଉଙ୍କ ଗଜବେଶ ଦେଖି ଭାବ ବିହ୍ୱଳ ହେଲେ ଭକ୍ତ।

➡️୪-ଭୁବନେଶ୍ୱର: ବଦଳୁଛି ଧାରା, ଫୁଲ,ଗଛ, ଚାରା ପରେ ଏବେ ଦିଆଯାଇଛି ପରିବା ଉପହାର।

➡️୫-ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ – ଅନୁଗୋଳର ସାନୁ ବେହେରା ଜିତିଲେ କାର୍।

➡️୬-ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମହିଳା ଡ଼ାକ ନୀରିକ୍ଷକ,୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ।

➡️୭-ବ୍ରହ୍ମଗିରି: ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ।

➡️୮-ପ୍ରାକ-ବଜେଟ୍ ବୈଠକରେ ଦ୍ୱିତୀୟ ଏମ୍ସ ଓ ୫ ଲକ୍ଷ ଗୃହ ଦାବି କଲା ଓଡ଼ିଶା।

➡️୯-ଭବାନୀପାଟଣା,ଲଟାପଡା ଗାଁ:ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟିଲେ୨୫ ହଜାର ଟଙ୍କା, ପୁଲିସ ତଦନ୍ତ ଆରମ୍ଭ।

➡️୧୦-କଂଗ୍ରେସ ଓ ମମତାଙ୍କ ମଧ୍ୟରେ ସୁଧୁରୁଛି ଅନ୍ତଃକନ୍ଦଳ । ୱାଏନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ।

➡️୧୧-ଭୁବନେଶ୍ୱର:ସୁନା ଦର ୮୭୦ ଟଙ୍କା କମିଲା।ରୂପା କିଲୋପ୍ରତି ୨୦୦୦ ଟଙ୍କା କମିଛି।

➡️୧୨-ଓଡ଼ିଶାରେ ରିଲାଏନ୍ସ ଜିଓର ଜୟଯାତ୍ରା ଜାରି, ଏପ୍ରିଲ ଯୋଡ଼ିଛି ସର୍ବାଧିକ ୧.୧୩ ଲକ୍ଷରୁ ଅଧିକ ନୂଆ ମୋବାଇଲ ଗ୍ରାହକ: ଟ୍ରାଇ ତଥ୍ୟ।

➡️୧୩-ମଣ୍ଡିରେ ପଡିଛି ଅମଳ ଧାନ; କଟନୀଛଟନୀ ନେଇ ଚିନ୍ତାରେ ଚାଷୀ।

➡️୧୪-ଅମରାବତୀ:ପ୍ରତିଶୋଧ ନେଲେ ଚନ୍ଦ୍ରବାବୁ ନାଇଡୁ, ଜଗନଙ୍କ କାର୍ଯ୍ୟାଳୟରେ ବୁଲିଲା ବୁଲ୍‌‌ଡୋଜର।

➡️୧୫-ନକଲି ବିଲ୍ ଉପରେ ଲାଗିବ ଲଗାମ୍,ଦେଶ ବ୍ୟାପୀ ବାୟୋମେଟ୍ରିକ ଅଥେଣ୍ଟିଫିକେଶନ

➡️୧୬-ନିଟ୍ ପରୀକ୍ଷା ଅନିୟମିତତା –ବିହାର ପୁଲିସ ଦ୍ବାରା ଝାଡ଼ଖଣ୍ଡରୁ ୬ ଗିରଫ।

➡️୧୭-ପ୍ରଶ୍ନପତ୍ର ଲିକ୍ ରୋକିବାକୁ ନୂଆ ଆଇନ୍; ‘ଆଣ୍ଟି ପେପର୍ ଲିକ୍’ ଆଇନ୍ ଆଣିଲେ କେନ୍ଦ୍ର ସରକାର।

➡️୧୮-ଏନଟିଏ ମହାନିର୍ଦେଶକ ସୁବୋଧ କୁମାର ସିଂହ ବିଦା, ପ୍ରଦୀପ ସିଂହଙ୍କୁ ମିଳିଲା ନୂଆ ଦାୟିତ୍ୱ।

➡️୧୯-ଆଣ୍ଟିଗୁଆ:ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ, ସେମିରେ ରୋହିତ ବାହିନୀ !

➡️୨୦-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା।