May 23, 2025

ପୋଡାପଦର ନୂତନ ପଞ୍ଚାୟତ ଗୃହ ଉଦଘାଟିତ 

Share

ଛତ୍ରପୁର. ତା.୨୨/୫/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ଉଦଘାଟିତ ହୋଇଯାଇଛି l ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ଏସଏଫସି, ସିଏଫସି ଓ ପଞ୍ଚାୟତ ସମିତି ପାଣ୍ଠିରୁ ମୋଟ ୪୦ ଲକ୍ଷ ଟଙ୍କା ବିନିମୟରେ ଏହି ଗୃହ ନିର୍ମାଣ ହୋଇଛି l ସରପଞ୍ଚ ସୁଜାତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ସମିତିସଭ୍ୟ ଶଶୀ ଦାସ, ନାଏବ ପୁଷ୍ପାଞ୍ଜଳି ସ୍ୱାଇଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଡକ୍ଟର ସେଠି, କନିଷ୍ଠ ଯନ୍ତ୍ରୀ ରଶ୍ମିତାରଣୀ ସାହୁଙ୍କ ସମେତ ଶ୍ରମିକ ନେତା N ଦୁର୍ଯ୍ୟୋଧନ ରେଡ୍ଡୀ ଓ ରାଜେନ୍ଦ୍ର ପଲେଇ ବହୁ ପଞ୍ଚାୟତବାସି ଉପସ୍ଥିତ ଥିଲେ