September 29, 2024
Share

 

୧-୨୬ରେ ପ୍ରକାଶ ପାଇବ ଦ୍ୱାଦଶ ପରୀକ୍ଷା ଫଳ, ରେଜଲ୍ଟ ବାହାରିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା।

୨-ଜାତୀୟ ଶିକ୍ଷକ ପୁରସ୍କାର ଆବେଦନ ଆରମ୍ଭ, ଜୁନ୍ ୨୦ ଯାଏଁ ଆବେଦନ, ସେପ୍ଟେମ୍ବର ୫ରେ ପୁରସ୍କାର।

୩-ଭୁବନେଶ୍ୱର: ନବୀନ ନା ମୋଦୀ ମ୍ଯାଜିକ୍?୨୫ରେ ୪୨ ଆସନ ପାଇଁ ହେବ ଭୋଟ୍।୨୫ ଆସନରେ ହେଉଛି ତଗଡା ଲଢେ଼ଇ।

୪-ଯାଜପୁର, ଅନୁଗୋଳ ଓ ଫୁଲବାଣୀରେ ଖୋଲିବ ଆଉ ତିନିଟି ଭେଷଜ ମହାବିଦ୍ୟାଳୟ, ବର୍ତ୍ତମାନ ରାଜ୍ୟରେ ୧୨ଟି ଅଛି।

୫-ନିର୍ବାଚନ ଭିତରେ ରାଜଧାନୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ’ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ।

୬-AI ପ୍ରସଙ୍ଗରେ ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ, ‘କହିଲେ ଭଲ କଥା ସେମାନେ ବି ୟୁଜ୍ କରନ୍ତୁ’

୭-ବଙ୍ଗୋପସାଗରରେ ଲଘୁଚାପ: ୨୪ ତାରିଖରେ ନେଇପାରେ ଅବପାତ ରୂପ, ୨୫ରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା।

୮-ତିର୍ତ୍ତୋଲରେ ବିଜେଡ଼ିର ଜୋରଦାର ପ୍ରଚାର, ସାମିଲ ହେଲେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ।

୯-ଆଗାମୀ ଦିନରେ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ହେବ ପୁରୀ, ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ, ପୁରୀକୁ ନିବେଶର ସୁଅ ଛୁଟିବ:ପାଣ୍ଡିଆନ୍‌‌।

୧୦-କଟକ:ଜୁନ୍ ୧୭ ଯାଏଁ ଓଡ଼ିଶା ହାଇକୋର୍ଟର ଖରାଛୁଟି।

୧୧-୨୯ରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ:ବାଲେଶ୍ୱର ଓ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଚତୁର୍ଥ ଥର ପ୍ରଚାର କରିବେ ମୋଦୀ

୧୨-ମଧ୍ୟବିତ୍ତଙ୍କୁ ଟାର୍ଗେଟ୍‌ କରି BJDର ବଡ଼ ଘୋଷଣା, ଇସ୍ତାହାରରେ ୫ ଗ୍ୟାରେଣ୍ଟି ଦେଲେ ନବୀନ।

୧୩-ବିକାଶ ଧାରାରେ ସାମିଲ ହେବେ ଯୁବବର୍ଗ । ସରକାରକୁ ଆସିଲେ ଆଣିବେ ୧ ଲକ୍ଷ କୋଟିର ସ୍ୱତନ୍ତ୍ର ବଜେଟ୍: ମୁଖ୍ୟମନ୍ତ୍ରୀ

୧୪-ଭୁବନେଶ୍ୱର: ଶିକ୍ଷିତ ଓ ବଡ଼ବଡ଼ିଆ ଭୋଟ ଦେବାକୁ ଅମଙ୍ଗ,ବସ୍ତି ଭୋଟ୍ ଯାହାର,ଜିତାପଟ୍ ତାହାର।

୧୫-୩୧ରେ କେରଳ ଛୁଇଁବ ମୌସୁମୀ, ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

୧୬-କଟକରେ ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍, କହିଲେ- ଭର୍ତ୍ତୃହରି ବହୁ ଆଗରୁ ଦଳରେ ନ ଥିଲେ।

୧୭-ବାରଙ୍ଗ,ମଧୁବନ ଗ୍ରାମ: ବିଦ୍ୟୁତ୍ ଆଘାତରେ ଦମ୍ପତି ମୃତ,ଝିଅ ଅଳ୍ପକେ ବର୍ତ୍ତିଲେ।

୧୮-ସରକାରଙ୍କ ରାଜକୋଷ ଭରିଲା ଆରବିଆଇ ୨୦୨୪ ଆର୍ଥିକ ବର୍ଷ ପାଇଁ ଦେଲା ରେକର୍ଡ ୨.୧୧ ଲକ୍ଷ କୋଟିର ସରପ୍ଲସ୍‌।

୧୯-ନୂଆ ଦିଲ୍ଲୀ:ଦେଶରେ ହେବ ସପ୍ତମ ପର୍ଯ୍ୟାୟ ନିର୍ବାଚନ,୧୯୯ ଦାଗୀ ଓ ୨୯୯ କୋଟିପତି।

୨୯-ଜାତି, ସମ୍ପ୍ରଦାୟ ଭିତ୍ତିରେ ପ୍ରଚାର ବନ୍ଦ କରିବାକୁ କଂଗ୍ରେସ ଓ ବିଜେପିକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ।

୨୧-ଅହମ୍ମଦାବାଦରେ ବିରାଟ କୋହଲିଙ୍କୁ ଧମକ, ୪ ଗିରଫ,ଅଭ୍ୟାସ ମ୍ୟାଚ୍ ବାତିଲ କଲା ଟିମ୍‌।

ଅହମଦାବାଦ:RCBର ବିଦାୟ, କ୍ବାଲିଫାୟାର ୨ ରେ ରାଜସ୍ଥାନ।

୨୨-ଆବୁଧାବି ଓ ଦୁବାଇରେ ଥିବା ଭାରତୀୟ ଦୂତାବାସ ସମ୍ମାନିତ।