April 27, 2026
ajiro khabar
Share

 

 

1️⃣ ତୀବ୍ର ଗ୍ରୀଷ୍ମପ୍ରବାହ ଯୋଗୁଁ ସମ୍ବଲପୁରରେ ସ୍କୁଲ ବନ୍ଦ

ଜିଲ୍ଲାରେ ବଢୁଥିବା ତାପମାତ୍ରା ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନେଇଛନ୍ତି ପଦକ୍ଷେପ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

 

2️⃣ ସମ୍ବଲପୁର-ଶାଲିମାର ଟ୍ରେନରେ ଅତିରିକ୍ତ କୋଚ୍‌ ଯୋଡ଼ାଗଲା

ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ସମ୍ବଲପୁର-ଶାଲିମାର ଟ୍ରେନରେ ଅତିରିକ୍ତ କୋଚ୍‌ ଯୋଡ଼ିଛି।

 

3️⃣ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ଡ୍ରାଇଭିଂ ଟ୍ରେନିଂ

ସମ୍ବଲପୁରରେ ଏସଏଚଜି ମହିଳାମାନଙ୍କୁ ସ୍ୱାବଳମ୍ବୀ କରିବା ପାଇଁ ଡ୍ରାଇଭିଂ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

 

4️⃣ ତାପମାତ୍ରା ବଢ଼ିବା ସମ୍ଭାବନା:

ଆଜି ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାରେ ଗରମ ଅଧିକ ରହିପାରେ, ସତର୍କ ରହିବାକୁ ପରାମର୍ଶ ।