ସ୍ମୁତି ସାଉଁଟିଲେ ସିଦ୍ଧାର୍ଥ ସୁଧୀରଞ୍ଜନ 1986 ବ୍ୟାଚ ର ବନ୍ଧୁ ମିଳନ
କୋଟପାଡ଼ ବ୍ଲକ ଅନ୍ତର୍ଗତ ସୁନାରବେଲି ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଯୋଡ଼ିମୁହାଣ ଠାରେ 1986. ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ପର୍ଯ୍ୟଟନ ସ୍ଥଳ ରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ସମେତ ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ରୁ ବହୁ ପର୍ଯଟକ ଆସିଥାନ୍ତି. ତିନୋଟି ନଦୀ ର ସଙ୍ଗମ ହେଉଅଛି. ଆଜି ର ଏହି ବନ୍ଧୁ ମିଳନ ସୁଧୀର ରଞ୍ଜନ ମିଶ୍ର,ବାପୁନ ତ୍ରିପାଠୀ ଙ୍କ ନେତୃତ୍ୱ ହୋଇଥବା ବେଳେ ସମସ୍ତ ଆୟୋଜନ ପ୍ରଫୁଲ ବିଶୋଇ କରିଥିଲେ, ରୁଞ୍ଜିତ ପାଢ଼ୀ,ସିଚ ଶ୍ରୀନୁ,ବୁଲୁ ମଲ୍ଲିକ, ସୋରଜ ମହାନ୍ତି, ରାଜେଶ ପଟନାୟକ,ବୁଲୁ ଜେନା ମୋହମଦ ଇସ୍ମାଏଲ ,ନୀଳକଣ୍ଠ ପୂଜାରୀ, ସୁବାସ ନାୟକ,ବିନୟ ଜୈନ, ଶିଶିର ବ୍ରହ୍ମା,ସରତ ମହାନ୍ତି,ଆଦିତ୍ୱ ମିଶ୍ର ଗୁପ୍ତ ମାଝୀ ଙ୍କ ସମେତ ବହୁ ପୁରାତନ ସାଥି ମାନେ ଯୋଗ ଦେଇ ସେମାନଙ୍କ ପିଲା ବେଳ ର ସମସ୍ତ ସ୍ମୁତି କୁ ମନେ ପକାଇ ଥିଲେ ଅଳ୍ପ ଦିନ ମଧ୍ୟ ରେ ପରିବାର ସହ ବନ୍ଧୁ ମିଳନ କରିବା ଵୋଲି ପରସ୍ପର ମଧ୍ୟରେ ସ୍ଥିର କରିଥିଲେ, ସ୍ତ୍ରୀ, ଓ ପୁଅ ବହୁ ଝିଅ ଜ୍ୱାଇଁ. ନାତି ନାତୁଣୀ ଙ୍କ ସହ ଉପସ୍ଥିତ ରହିବା ପାଇଁ ସ୍ଥିର କରିଥିଲେ I
କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନି ଉ ସ ଉପାନ୍ତ ଓଡିଶା