March 8, 2026
IMG-20251222-WA0153
Share

 

ବୋଲଗଡବ୍ଲକ (ଉପାନ୍ତ ଖବର ମାନସ ରଞ୍ଜନ କର)ଶ୍ରୀ ବାଙ୍କ ନୀଧୀଦେବ ବିଦ୍ୟାପୀଠବଡ ନୟାପଲ୍ଲୀ ଶିକ୍ଷାବର୍ଷର କ୍ରୀଡା ଦିବସ ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଅଛି ପ୍ରଧାନଦକ୍ଷକ ନିଳମଣି ପଣ୍ଡାଙ୍କ ପୌରହିତ ଏବଂ ଖେଳ ଶିକ୍ଷକ ଅକ୍ଷୟ କୁମାର ପ୍ରାଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ଭାବରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟବକ୍ତା ସରପଞ୍ଚ ସୁନନ୍ଦା ବରାଳ, ସମ୍ମାନୀତଅତିଥି ସମିତି ସଭ୍ୟ ତପୋଇନାୟକ, ବାସୁଦେବ ମହାପାତ୍ର, ବୈକୁଣ୍ଠ ରାଉତରାୟ, ବୀଜୟ କୁମାର ରାଇପିତାମ, ପଞ୍ଚଶିକ୍ଷା ସେତୁ ସଂଗଠନ ର ସଭାପତି ପ୍ରଭାକର ସେନାପତି.ସଂପାଦକ ଲାଳୁ ପ୍ରସାଦ ସେଠୀ ଧନେଶ୍ଵରପାହାଡ଼ସିଂହ,ମାଧବ ବଳବନ୍ତରାୟ,ଗୋରା ଚାନ୍ଦ ଶତ୍ରୁ ସଳ, ଦଣ୍ଡୁପାଣି ତାଡ ଯୋଗଦେଇଥିଲେ ଶିକ୍ଷକଜୁମରବର ପାଇକରାୟ, କମଳାକାନ୍ତ ବରାଡ,ସରୋଜ କୁମାର ବାହିନି ପତି, ନୀରଜନ ସାହୁ, ପ୍ରକାଶ କୁମାର ରାଉତରାୟ,କର୍ମଚାରୀ ପ୍ରଣୟ କୁମାର ସାମନ୍ତରାୟ, ବିପିନ ବିହାରି ବରାଳ,ପୁରେଷତମ ପରମାଣିକ, ସୁକାନ୍ତ ନିଶଙ୍କ, ସଭାକୁ ପରିଚାଳନା କରିଥିଲେ ଶେଷରେ ସ୍କୁଲର ଟପର ସରୋସ୍ୱତି ସାହୁ, ବାଳକ ବିଭାଗରେ ଚମ୍ପିୟାନ ରାଜେସ ବରାଳ, ବାଳିକା ବିଭାଗରେ ଚମ୍ପିୟାନ ସ୍ନରଣିକା ସାହୁ ଓ ସ୍କୁଲର ପ୍ରତ୍ୟେକ ଖେଳର ପ୍ରଥମ ଦୀତୀୟ ତୃତୀୟ ସ୍ଥାନରେ ଅଧିକାର କରିଥିବା ପିଲାମାନଙ୍କୁ ଟ୍ରଫି ଓ ମାନପତ୍ର ବଣ୍ଟାଯାଇ ଥିଲା.