April 29, 2026

ବାଘସାଳା କୁମ୍ଭାର ସାହି ରେ ବିଧାୟକ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ।

IMG-20250922-WA0123
Share

           ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ଗ୍ରାମ ର କୁମ୍ଭାର ସାହି ପହଞ୍ଚି ବିଧାୟକ ରୁପେଶ ପାଣିଗ୍ରାହୀ ,ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥଲେ, ପ୍ରଥମେ କୁମ୍ଭାର ମାନଙ୍କ ଜୀବିକା ଉପରେ ପଚାରି ବୁଝିଥିଲେ ବିଧାୟକ, ବର୍ତ୍ତମାନ ଯୁଗରେ ମାଟି ହାଣ୍ଡି, ମାଟି ସୋରା, ମାଟିର ବିଭିନ୍ନ ସାମଗ୍ରୀ ର ଚାହିଦା ସମ୍ପୁଣ ଠପ ହୋଇଯାଇଥିବା ବେଳେ ,ସେଇ କୁମ୍ଭାର ପରିବାର ମାନଙ୍କ ଘର ପରିବାର ଚାଲିବା ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ ଗ୍ରାମ ବାସି ଅଭିଯୋଗ କରିଥିଲେ , ଏହି ବିଷୟ ନେଇ ସରକାର ଓ ପ୍ରଶାସନ କୁ ଜଣାଇ ଏହି କୁମ୍ଭାର ସାମ୍ପ୍ରଦୟିକ ଲୋକ ମାନଙ୍କ ସୁବିଧା ପାଇଁ ବିଧାୟକ ଜଣାଇବେ ବୋଲି ପ୍ରସ୍ତୁତି ଦେଇଛନ୍ତି ,ଏହି ଗ୍ରସ୍ତ ସମୟରେ ଗୋସାଣି ବ୍ଲକ ଅଧ୍ୟକ୍ଷ ଭି ବିରରାଜୁ,ଜିଲ୍ଲାପରିଷଦ ଏସ ବାଲରାଜୁ, ସ୍ଥାନୀୟ ସରପଞ୍ଚ ସମିତି ଉପସ୍ଥିତ ଥିଲେ

You may have missed