September 22, 2026

ରୂପକ ଖୁଣ୍ଟିଆ ହେଲେ ବିଜେପି ଆଇ ଟି ସେଲ ର ସଂଯୋଜକ…

IMG-20260921-WA0070
Share

 

ତିର୍ତ୍ତୋଲ ତା 21/9/2026 ସାରଳାମଣ୍ଡଳ ବିଜେପିର ପୂର୍ବତନ ସଭାପତି ତଥା ତିର୍ତ୍ତୋଲ ଅଞ୍ଚଳର ବିଜେପି ସଙ୍ଗଠନ ର ଖ୍ୟାତନାମା ସଙ୍ଗଠକ ଯୁବନେତା ରୂପକ ଖୁଣ୍ଟିଆ, ସମ୍ପ୍ରତି ଜିଲ୍ଲା ବିଜେପି ର ସମ୍ପାଦକ ଥିଲାବେଳେ, ତାଙ୍କର କାର୍ଯ୍ୟଦକ୍ଷତା ଓ ବଳିଷ୍ଠ ନେତୃତ୍ୱ ପାଇଁ, ତାଙ୍କୁ ଜିଲ୍ଲାବିଜେପି ଆଇ ଟି ସେଲର ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି l ରାଜ୍ୟ ବିଜେପି ଆଇଟି ସେଲ ସଂଯୋଜକ ଜ୍ୟୋତିରଞ୍ଜନ ନାୟକ ଙ୍କ ସ୍ଵାକ୍ଷରିତ ପତ୍ର ମାଧ୍ୟମରେ, ତାଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦିଆଯାଇଛି l ଆଗାମୀ ଦିନରେ ସେ ଜିଲ୍ଲାର ଆଇଟି କୁ ଅଧିକ କ୍ରିୟାଶୀଳ ଓ ସୁଦୃଢ କରିବେ ବୋଲି କହିଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର