September 21, 2024

ଗାଳ୍ପିକ ସରୋଜ ସାହୁଙ୍କ ପୁସ୍ତକ ‘କାକବନ୍ଧ୍ୟା ର ଖୁସି ‘ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ.

Share

 

 

ଭୁବନେଶ୍ୱର, (ରାଜାରାମ ଷଡ଼ଙ୍ଗୀ): ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଗାଳ୍ପିକ ସରୋଜ ସାହୁଙ୍କ ଗଳ୍ପ ସଂକଳନ,କାକବନ୍ଧ୍ୟା ର ଖୁସି,ର ଲୋକାର୍ପଣ କରିଛନ୍ତି।

ପକ୍ଷୀଘର ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ଗଳ୍ପ ସଂକଳନ ରେ ଷୋହଳ ଟି ଗଳ୍ପ ରହିଛିଛି। ପ୍ରତ୍ୟେକ ଗଳ୍ପ ଭିନ୍ନ ସ୍ୱାଦର ଅଟେ।ପ୍ରତି ଗଳ୍ପରେ ସମସାମୟିକ ସମାଜର ସ୍ୱର ପ୍ରତିଫଳିତ ହୋଇଛି।