November 11, 2024
Share

 

୧-ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତଥା କଥାକାର ସରୋଜିନୀ ସାହୁ ପାଇବେ ଶାରଳା ପୁରସ୍କାର।

 

୨-ଜୋର୍ ଧରିଲା ସ୍ଥାୟୀ ନିଯୁକ୍ତି ଦାବୀ, ଅନଶନରେ ୬୦୦ ITI ଅତିଥି ପ୍ରଶିକ୍ଷକ।

 

୩-ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ଲେଫ୍ଟନାଣ୍ଟ ଜେନେରାଲ।

 

୪-କଟକ: ଶ୍ରୀଜଗନ୍ନାଥଙ୍କୁ ଅପମାନ ମହଙ୍ଗା ପଡିଲା, ସିଂହବାହିନୀ ଯାତ୍ରା ପାର୍ଟି ନାଁ ରେ ମାମଲା ରୁଜୁ।

 

୫-ଭରତପୁର ଥାନା ନିର୍ଯ୍ୟାତନା ଘଟଣା, ଦୃଢ଼ ନିନ୍ଦା କଲେ ନବୀନ ପଟ୍ଟନାୟକ।

 

୬-ଆଜିଠୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ, ଦିନ ୧ଟାରୁ ସର୍ଭେ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।

 

୭-ଜାତିସଂଘରେ ଭାରତକୁ ପ୍ରତିନିଧିତ୍ଵ କରିବେ ସମ୍ବଲପୁର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ।

 

୮-କଟକ: ନ୍ୟୁୟର୍କରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର।

 

୯-ଭିଜିଲାନ୍ସ ଦ୍ଵାରା ବାଲେଶ୍ବର ରୁରାଲ୍‌ ୱାର୍କସ ସର୍କଲ ମୁଖ୍ୟଯନ୍ତ୍ରୀ ଏନ୍‌.ଭି. ହରିହର ରାଓଙ୍କ ବିପୁଳ ସଂପତ୍ତି ଠାବ।

 

୧୦-ଯାଜପୁର:ମିଶନ ଶକ୍ତି ଲାପଟପ୍ କିଣାରେ ଚଞ୍ଚକତା,୨୮ କୋଟି ୨୧ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ।

 

୧୧-୭୦ତମ ଓଡିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍‌ଯାପିତ,ଟିମ୍ କଟକ ହେଲା ଓଭରଅଲ୍‌ ଚାମ୍ପିୟନ୍‌, ୩ ଦିନରେ ୨୨ଟି ମିଟ୍ ରେକର୍ଡ ସୃଷ୍ଟି।

 

୧୨-ଭରତପୁର ଥାନା ଘଟଣା, ଆଜି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି।

 

୧୩-କଟକ ଗୋପାଳପୁର:ଟମାଟୋରେ ଦେଖାଗଲେ ପ୍ରଭୁ ଜଗନ୍ନାଥ, ପୂଜାର୍ଚ୍ଚନା କଲେ ପରିବାର ଲୋକ।

 

୧୪-ମୟୂରଭଞ୍ଜ,ଆଲବନ୍ଧ ବାଥୁଡି ସାହି’:

ଶୁଦ୍ଧିକ୍ରିୟା ଭୋଜି ଖାଇ ୩ ମୃତ,୩୦ରୁ ଉର୍ଦ୍ଧ ଆକ୍ରାନ୍ତ:ଗାଁରେ ପହଞ୍ଚି ଯାଞ୍ଚ କରୁଛି ମେଡିକାଲ ଟିମ।

 

୧୫-ବଣାଇ:ବିଲରେ ଛେଳି ଚରାଉ ଥିବା ବେଳେ ବଜ୍ରାଘାତ, ଜଣେ ମୃତ।

 

୧୬-ନଭେମ୍ବରରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବେ ନବୀନ, ଜିଲ୍ଲାରେ ସମୀକ୍ଷା କରିବେ।

 

୧୭-ଓଡ଼ିଶାକୁ ଆସିବ ସେମିକଣ୍ଡକ୍ଟର କ୍ଷେତ୍ରରେ ବଡ଼ ନିବେଶ; ‘ଜୋହୋ’ ଗ୍ରୁପ ଖୋର୍ଦ୍ଧାରେ ପ୍ରତିଷ୍ଠା କରିବ ପ୍ଲାଣ୍ଟ।

 

୧୮-ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ୭ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ।

 

୧୯-ନିଳଗିରି:କୁକୁଡ଼ା ଫାର୍ମ ପାଇଁ ଗନ୍ଧରେ ଫାଟି ପଡୁଥିଲା ଗାଁ, ସାଂସଦଙ୍କ ହସ୍ତକ୍ଷେପ ପରେ ଆକ୍ସନ ମୋଡ୍‌ରେ ପ୍ରଶାସନ।

 

୨୦-କାନାରା ବ୍ୟାଙ୍କରେ ପୂରଣ ହେବ ୩ ହଜାର ପଦବୀ; ୱେବ୍‌ସାଇଟ୍‌ canarabank.com କୁ ଯାଇ ଆବେଦନ କରିପାରିବେ।

 

୨୧-ନୋଏଡା ଜଗନ୍ନାଥ ମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 

୨୨-ବାଲାଜୀଙ୍କ ଲଡୁରେ ଚର୍ବି ଓ ମାଛ ତେଲ ମିଶ୍ରଣ ଅଭିଯୋଗ, ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର।

 

*🙏 ସୁପ୍ରଭାତ 🙏*

You may have missed