November 25, 2024

Day: August 21, 2024

ସମାଜସେବୀଙ୍କ ମହାନତା..

  ରାଜସୁନାଖଳା,(ଉପାନ୍ତ ଖବର): ରାଜସୁନାଖଳା ବଜ଼ାର ଠାରୁ ଅନତି ଦୂରରେ ଏନ ହେଚ ୫୭ପାର୍ଶ୍ୱରେ ଥିବା ଟ୍ରାକ୍ଟର ଶୋ ରୁମନିକଟରେ ଆଜି ସ୍କୁଟି ନେଇ ସରଣକୂଳରୁ ଭୁବନେଶ୍ୱର...

୨ ସାଇକଲ ଚୋରକୁ କୋର୍ଟ ଚାଲାଣ , ୧୧ ସାଇକେଲ ଜବତ 

ବୁଗୁଡା : ତା ୨୧/୦୭/୨୪ : ବୁଗୁଡା ଥାନା ଅଞ୍ଚଳରେ ଘନ ଘନ ସାଇକେଲ ଚୋରି ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ବିଭିନ୍ନ ସ୍ଥାନରେ...

କିବା ରାତି କିବା ଦିନ ବିଦ୍ୟୁତ୍ କଟୁଛି ଘନ ଘନ।  

  ବୋଲଗଡ,(ଉପାନ୍ତ ଖବର): ବୋଲଗଡ ବ୍ଲକର ୪ ଗୋଟି ପଞ୍ଚାୟତକୁ ନୟାଗଡ ଜିଲ୍ଲା ଅନ୍ତର୍ଗତ ଇଟାମାଟି ସ୍ଥିତ ରାଜପାଟଣା ଗ୍ରାମ ଠାରେ ଥିବା ଉଚ୍ଚ ବିଦ୍ୟୁତ ଜଙ୍କସନ୍...

ଗଜପତି:- ଭାରତ ବନ୍ଦ ଆଂଶିକ ସଫଳ । ସଂରକ୍ଷଣ ବର୍ଗୀକରଣ ବନ୍ଦ ଦାବିରେ ଆଦିବାସୀ ହରିଜନ ସମନ୍ଵୟ ପରିଷଦ

ଅନୁସୂଚିତ ଜାତି-ଜନଜାତିଙ୍କୁ ସଂରକ୍ଷଣରେ ଗତ ଅଗଷ୍ଟ ୧ ତାରିଖ ରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ନିଷ୍ପତ୍ତିକୁ ବିରୋଧ କରି ଆଦିବାସୀ ମହାସଂଘ ପକ୍ଷରୁ ଦିଆ ଯାଇଥିବା...

ଅସ୍ତରଙ୍ଗ ପ୍ରେସ କ୍ଲବ ର ବନ୍ଧୁ ମିଳନ ଓ କର୍ମକର୍ତ୍ତା ଚୟନ।

  ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଅସ୍ତରଙ୍ଗ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ ବୁଧବାର ଦିନ ଅସ୍ତରଙ୍ଗ ର ପିର...

ଆଗାମୀ ସମୟ ପୂଜା ପାର୍ବଣର, ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ବୁଗୁଡ଼ା : ତା ୨୧/୦୮/୨୪ : ପାର୍ବଣର ଋତୁ ପାଖେଇ ଆସିଲାଣି । ଉତ୍ସବ ମୁଖର ହୋଇ ଉଠିବ ବୁଗୁଡ଼ା ଅଞ୍ଚଳ । ପାର୍ବଣ ପ୍ରସ୍ତୁତିର ପ୍ରଥମ...

ପିପୁଲ୍ସ କଲେଜରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଓ ପ୍ରବେଶ ଉତ୍ସବ 

  ବୁଗୁଡ଼ା : ତା ୨୧/୦୮/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବଲାଙ୍ଗିର ଜିଲ୍ଲା ପାଟଣାଗଡ ରେ ଭାରତ ବନ୍ଦ ର ପ୍ରଭାବ ..

ସାରା ଭାରତରେ ବନ୍ଦ ର ପ୍ରଭାବ ପଡିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଏହା ପରିଲକ୍ଷିତ ହେଇଥିଲା । ବଲାଙ୍ଗିର ଜିଲ୍ଲା ସମେତ ପାଟଣାଗଡ, ସଇଁତଳା,ଟିଟିଲାଗଡ,କଣ୍ଟାବାଞ୍ଜି,ଖପ୍ରାଖୋଲ , ବେଲାପଡା,...

ସୁପ୍ରିମକୋର୍ଟ ରାୟ ବିରୁଦ୍ଧରେ ଭାରତ ବନ୍ଦ ପଦ୍ମପୁର ଉପଖଣ୍ଡ ରେ ବନ୍ଦ ସଫଳ 

    ବରଗଡ /ପଦ୍ମପୁର :(ଉପାନ୍ତଖବର) 21.08.2024 ଅନୁସୂଚିତ ଜାତି ଜନଜାତି ମିଳିତ ମଞ୍ଚ ଆହ୍ୱାନ ରେ ଆରକ୍ଷଣ ଉପରେ ସୁପ୍ରିମକୋର୍ଟ ଙ୍କ ରାୟ ବିରୁଦ୍ଧରେ ଭାରତ...

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.