April 24, 2026
IMG-20250721-WA0028
Share

 

( ଦେବାଶିଷ ଦାଶ କ୍କ ରିପୋର୍ଟ )

20.7.2025ରେ ଜଣେ ମହିଳା ନନ୍ଦନକାନନ ଥାନାରେ ରିପୋର୍ଟ କରିଥିଲେ ଯେ କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ, ନନ୍ଦନକାନନ ଚିଡ଼ିଆଖାନା ନିକଟରେ ତାଙ୍କର ମୋବାଇଲ ଫୋନ୍ ଏବଂ ସୁନା ଅଳଙ୍କାର ଥିବା ପର୍ସଟି ହଜିଯାଇଥିଲା । ତୁରନ୍ତ ତାଙ୍କ ମୋବାଇଲ ନମ୍ବର ଟ୍ରାକ୍ କରାଯାଇ ସମସ୍ତ ସୁନା ଅଳଙ୍କାର ସହିତ ହଜିଯାଇଥିବା ପର୍ସଟି ତାଙ୍କୁ ସୁରକ୍ଷିତ ଭାବରେ ଫେରସ୍ତ କରାଯାଇଛି