September 18, 2026

ଭିଜିଲାନ୍ସ ଧରୀଲା ଶିକ୍ଷା ଅଭିଯାନ ଡିପିସି ଙ୍କୁ

306493ba-aad2-46c1-bd95-44681db53251
Share

ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ) ବଲାଙ୍ଗୀର ଜିଲ୍ଲାର ସମଗ୍ର ଶିକ୍ଷା ଅଭିଯାନ ର DPC ଙ୍କୁ ଧରିଲା ଭିଜିଲାନ୍ସ… ମାଡାମ KGBV ହଷ୍ଟେଲର ମେସ୍ ବିଲ୍ ପାଇଁ ନେଉଥିଲେ ଲାଂଚ ୩୧୦୦୦.୦୦! ବଲାଙ୍ଗୀର ଜିଲ୍ଲାର ସୋଲବନ୍ଧ କସ୍ତୁରୀବା ଗାନ୍ଧୀ ବାଳିକା ବିଦ୍ୟାଳୟ ପୂର୍ବତନ ମେସ୍ ଚାର୍ଜ ଙ୍କ ଠାରୁ ହଷ୍ଟେଲ ମେସ୍ ବିଲ୍ କରିବା କୁ DPC ପୁଷ୍ପାଙ୍ଗୀନି ଯୋଶୀ ନେଉଥିଲେ ୩୧ହଜାର ଟଙ୍କା ଲାଞ୍ଚ।ମାଡିବସିଲା ଭିଜିଲାନ୍ସ।

You may have missed