April 26, 2026

ଅବ କାରି ବିଭାଗ ଦ୍ୱରା ମହୁଲ ଜବତ ଜଣେ ଗିରଫ

IMG-20230321-WA0001
Share

କୋଟପାଡ଼ ବ୍ଲକ ବୋବିୟା ପଞ୍ଚାୟତ ଅଧୀନରେ ଥିବା ଡାବୁଗୁଡ଼ା ଗ୍ରାମରେ ଏସ ଇ କୋରାପୁଟଙ୍କ ନିର୍ଦେଶ କ୍ରମେ ଉକ୍ତ ଗ୍ରାମ ରେ ଚ ଢ଼ାଉ ଅ ବକାରୀ ଓ଼ ଆଇ ସି କୋଟପାଡ଼ ତେଯେସ୍ୱିନୀ ପ୍ରଧାନ ଙ୍କ ନେତୃତ୍ୱ ରେ 28କ୍ଯୁ ନ ଟାଲ 48kg ମହୁଲ ଜବତ ହୋଇ ଗୋବିନ୍ଦ ଡ଼ୁମ ରୀ ବୟସ 25ଙ୍କୁ ଗିରଫ କରି କୋର୍ଟ ଚାଲ୍ଳାନ ହୋଇଥିବା ଜଣା ଯାଇଛି ଆଇ ଜୟପୁର ରେଞ୍ଜ ଦୁର୍ବଦଳ ବିଶ୍ୱାଳ. ପ୍ରଶାନ୍ତ କୁମାର ଗୌଡ଼ ପବିତ୍ର ମୋହନ ଚାଲ୍ଲାନ ତୃଷା ରାଣୀ ଦଳପତି. ରାମ ବଡ଼ ନାୟକ ଚଢ଼ାଉ ରେ ସାମିଲ ଥିବା ଜଣା ଯାଇଛି

ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା