ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ସୁନିଶ୍ଚିତ କଲା ଜିଲ୍ଲା ପ୍ରଶାସନ..
**ମାଲକାନଗିରି, ୨୦/୧୧/୨୦୨୬:*ମାଲକାନଗିରି ଜିଲ୍ଲାର ଚାରିଜଣ ପିତୃମାତୃହୀନ ଶିଶୁଙ୍କ ଯତ୍ନ, ସୁରକ୍ଷା ଏବଂ ସର୍ବାଙ୍ଗୀନ ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।...
