April 18, 2025

ଅଲଡା ଗ୍ରାମର ଇନ୍ଦିରା କଲୋନୀ ରେ ଖୁବ ଶୀଘ୍ର ଖୋଳାଯିବ ଏକ ନଳକୂପ /ବିଧାୟକ ପାରଳାଖେମୁଣ୍ଡି 

Share

 

 

କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ନିକଟରେ ଥିବା ଇନ୍ଦିରା କଲୋନୀ ର ବାସିନ୍ଦା ମାନେ ବିଧାୟକ ରୁପେଶ ପାଣିଗ୍ରାହୀ ଅଲଡା ଗସ୍ତ ରେ ଯିବା ସମୟରେ କଲୋନୀ ମଧ୍ୟରେ ଥିବା ଜଳ ସମସ୍ୟା କହିଥିଲେ. କଲୋନୀ ର କିଛି ମହିଳା ବିଧାୟକ ଙ୍କ ଗାଡି ନିକଟକୁ ଆସି ଅଭିଯୋଗ କରିବା ପରେ ବିଧାୟକ କଲୋନୀ ଭିତର କୁ ଯାଇ ସେଠାକାର ଜଳ ସମସ୍ୟା ନିଜେ ଦେଖି ଖୁବ ଶୀଘ୍ର କଲୋନୀ ମଧ୍ୟରେ ଏକ ନଳ କୂପ ଖାନନ କରିବା ପାଇଁ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲା ସାଇମ୍ମା ଙ୍କୁ କହିଥିଲେ.( ଅନନ୍ତ ଆପଟ)