ଅତାବିରା ସାର୍ବଜନୀନ ଦୁର୍ଗାପୂଜା ପାଇଁ କର୍ତ୍ତା ବରଣ
ବରଗଡ,
ବରଗଡ ଜିଲା ଅତାବିରା ସାର୍ବଜନୀନ ଦୁର୍ଗା ପୂଜା ପାଇଁ କର୍ତ୍ତା ଭାବେ ଶ୍ରଯୁକ୍ତ ଦୀନେଶ କୌଶିକ ଓ ଶ୍ରୀମତୀ ରେଖା କୌଶିକ ଙ୍କୁ ଦୁର୍ଗାମନ୍ଦିର (ସାର୍ବଜନୀନ ଦୁର୍ଗପୁଜା କମିଟି )ତରଫରୁ ବରଣ କରାଗଲା l ପଣ୍ଡିତ ଧରଣୀଧର ମିଶ୍ର, କାଶୀନାଥ ମିଶ୍ର ସଭାପତି, ସୁରେନ୍ଦ୍ର ସ୍ୱାଇଁ , ବିମଲେ ପ୍ରଧାନ, ଉନ୍ନୀକ୍ରିଶନ ନାୟର, ଅବିନାଶ ପ୍ରଧାନ, ପ୍ରକାଶ ପ୍ରଧାନ, ଜିତୁ ଦାଶ, ମଣ୍ଟୁ ପଣ୍ଡା, ସମ୍ବିତ ପ୍ରଧାନ, ମିଳନ ପ୍ରଧାନ, ଅମୃତ ପ୍ରଧାନ, ଅଶୋକ ପ୍ରଧାନ,ଦୁଷ୍ମନ୍ତ ପ୍ରଧାନ, ରଘୁ ବିଶ୍ୱାଳ, ମହାଦେବ ପ୍ରଧାନ, ସନ୍ତୋଷ ସ୍ୱାଇଁ, ବୈକୁଣ୍ଠ ସେଟ, ଅନି ପ୍ରଧାନ, ଵିଲୋଶ ଜନପୁରୀ, ନବୀନ ପ୍ରଧାନ l
