ଖବର ଉପାନ୍ତ ଓଡିଶା ସମାଚାର ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି.. upanta odisha July 20, 2024 Share ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ । ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି । ଏଜି ଭାବେ ନିଯୁକ୍ତି କଲେ ରାଜ୍ୟପାଳ । ଏ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ହେଉଛନ୍ତି ପୀତାମ୍ବର ଆଚାର୍ଯ୍ୟ। Continue Reading Previous ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ*..Next ଆଜିର ରାଶିଫଳ More Stories ଖବର ଉପାନ୍ତ ଓଡିଶା ସମାଚାର କୋଟପାଡ଼ ବ୍ଲକର ଚାରୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁସ୍ମାନ ଭାରତ ଯୋଜନା ର ଶୁଭାରମ୍ଭ upanta odisha April 12, 2025 ଖବର ଉପାନ୍ତ ଓଡିଶା ସମାଚାର ସ୍ୱତନ୍ତ୍ର ବ୍ଲକ ଗଠନ ନେଇ ପ୍ରସ୍ତୁତି ସଭା upanta odisha April 12, 2025 ଖବର ଉପାନ୍ତ ଓଡିଶା ସମାଚାର ବଜ୍ରପାତରେ ଯୁବକ ମୃତ upanta odisha April 12, 2025