କୃଷ୍ଣକୃପା କୁଟୀର ର ମଠାଧୀସ ଦାୟିତ୍ୱ ନେଲେ କରୁଣାନିଧନ ଦାସ …
ପୁରୀଜିଲ୍ଲା ପୁରୀ ସହର ବାଲିଘାଟ ଅଞ୍ଚଳ ରେ କୃଷ୍ଣକୃପା କୁଟୀର ମଠ ଅବସ୍ଥିତ l ଏହି ମଠର ପ୍ରତିଷ୍ଠାତା କାର୍ତ୍ତିକେଶ୍ୱର ଦାଶଜୀ ମହାରାଜଙ୍କ ଶରୀର ଅସୁସ୍ଥତା ହେତୁ ଆଜି ତାଙ୍କର ଶିଶ୍ୟ କରୁଣା ନିଧନ ଦାସ ମହାରାଜଙ୍କୁ ନିଜର ଦାୟିତ୍ୱ ଅର୍ପଣ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଚତୁରସମ୍ପର୍ଦୟ ସନ୍ଥ ମହନ୍ତ ସମିତିର ସମ୍ପାଦକ ସୁବଳ ଚରଣ ମହାରାଜ ଦାଶଜୀଙ୍କ ସହିତ ଓଡିଶା ର ପୁରପଲ୍ଲୀର ମଠ ମହନ୍ତ ଙ୍କ ସହିତ ବିଭିନ୍ନ ମଠର ସାଧୁ ସନ୍ଥ ମାନେ ମକୁଟା ପିନ୍ଧାଇ ସ୍ୱାଗତ କରିଥିଲେ l ପରେପରେ ମହାପ୍ରସାଦ ସେବନ କରାଯାଇଥିଲା l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)