March 7, 2026

ରାସ୍ତା ପାଲଟିଛି ମରଣଜନ୍ତା ରବୀନ୍ଦ୍ର ସରଣି ର ମରାମତି କାମରେ ଅନିୟମିତତା,..

IMG-20260120-WA0057
Share

    ଜଗତସିଂହପୁର କୁଜଙ୍ଗ ବ୍ଲକ୍ ଅଧୀନ ପଣ୍ଡୁଆ ପଞ୍ଚାୟତ ର ରବୀନ୍ଦ୍ର ସରଣୀ ରାହାମା କୁ ସଂଯୋଗ କରୁଛି,ପ୍ରତିଦିନ ଏହି ରାସ୍ତା ଉପରେ ହଜାରେ ହଜାରେ ଲୋକ ମାନଙ୍କ ଯାତାୟାତ, ହେଲେ ରାସ୍ତାର ସ୍ତାଇତ୍ଵ ଉପରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି,ଦୁଇ ମାସ ତଳେ ରାସ୍ତାର ମରା ମତି କରାଯାଇଥିଲା ହେଲେ ଯେନ ତେନ କାମ ସାରି ଚାଲି ଯାଇଥିଲେ ଠିକାଦାର, ଦୁଇ ମାସ ତଳେ ହୋଇଥିବା ମରାମତି କୁଆଡେ ଉଭେଇ ଗଲାଣି,,ପିଚୁ ଭାଗ ମୋଟେ ନଥିଲା ଖାଲି ବଜୁରିରେ କାମ ହୋଇଥିଲା ଯାହା ଫଳରେ ଫାଳ ଫାଳ ହୋଇ ସବୁ ଛାଡ଼ି ଗଲାଣି,ଯାତାୟତରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ, ଦୈନଦିନ ଲୋକ ମାନେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି,ରାସ୍ତାର ମରାମତିରେ ସାଧାରଣ ଜନତା ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି , ବିଭାଗୀୟ ଅଧିକାରୀଙ୍କୁ ନିବେଦନ ପୁନଃ ନିରୀକ୍ଷଣ ପାଇଁ,ଠିକା ଦାରଙ୍କ ମନମୁଖୀ କାର୍ଯ୍ୟପାଇଁ ସାଧାରଣ ଜନତା ଦୈନିକ ଅସୁବିଧାର ସମୁଖୀନ ହେଉଛନ୍ତି,