June 21, 2026
IMG-20230919-WA0029
Share

ମୋହନା ଅଞ୍ଚଳରେ ଆଡମ୍ବର ସହ ବିଘ୍ନ ବିନାଶକ ଗଣେଶଙ୍କ ପୂଜା ଅନୁଷ୍ଠିତ

 

ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସମେତ ବିଭିନ୍ନ ଗ୍ରାମରେ ଆଡମ୍ବର ସହ ବିଘ୍ନ ବିନାଶକ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏହା ସହ ମୋହନା ଗ୍ରାମର ସମସ୍ତ ସାହି, ଗଳି, ଛକ ସ୍ଥାନ ମାନଙ୍କରେ ବଡ ବଡ ମେଢ଼ ଆଲୋକ ସଜ୍ଜା ହୋଇ ଶ୍ରୀ ଗଣେଶ ପୂଜା ପାଉଥିବା ଦେଖିବାକୁ ମିଳିଛି। ଏହି ମେଢ଼ ଦେଖିବା ନିମନ୍ତେ ସମସ୍ତ ଶ୍ରଦ୍ଧାଳୁ ଆନନ୍ଦର ସହ ଆସି ପୂଜା ଅର୍ଚ୍ଚନା ସହ ଶ୍ରୀ ଗଣେଶ ଙ୍କୁ ଦର୍ଶନ କରି ଫେରୁଥିବା ପ୍ରକାଶ।