November 26, 2024

Day: August 19, 2024

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

      ପଦ୍ମପୁର:(ଜୟନ୍ତ କୁମାର ସେଠ) ୧୮/୦୮/୨୪ ପଦ୍ମପୁର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଶିଶୁ ମନ୍ଦିର ବିଭାଗରେ ଗଙ୍ଗାଧର ଜୟନ୍ତୀ ଓ...

ଉମରକୋଟ ଠାରେ ମାଁ ସନ୍ତୋଷୀ ଙ୍କ ୧୬ ତମ ଜନ୍ମ ବାର୍ଷିକୋତ୍ସବ ଅନୁଷ୍ଠିତ…….

    ଉମରକୋଟ (ଏମ୍.ଦିନା°ଶୁ ଆଚାରୀ) ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ମାଁ ସନ୍ତୋଷି ଦେବୀଙ୍କ ୧୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବ...

ଗଞ୍ଜାମ ଜିଲ୍ଲା ବିଶ୍ଵକର୍ମା ସମାଜର ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ …

ବୁଗୁଡା( ହର ପ୍ରସାଦ ପାଢ଼ୀ) ବୁଗୁଡା ବ୍ଲକ ବାଲିପଦର ଗ୍ରାମସ୍ଥ ବିଶ୍ଵକର୍ମା ଭବନରେ ଗଞ୍ଜାମ ଜିଲ୍ଲା ବିଶ୍ଵକର୍ମା ସମାଜ ପକ୍ଷରୁ ବନ୍ଧୁ ମିଳନ ଓ ସାଙ୍ଗଠନିକ ଆଲୋଚନା...

ଉମରକୋଟ ଠାରେ ଶ୍ରାବଣ ମାସ ର ଶେଷ ସୋମବାର ରେ ଶୈବପୀଠମାନଙ୍କରେ ଭକ୍ତଙ୍କ ଭିଡ  ଦେଖିବାକୁ ମିଳିଛି………..

  ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଶ୍ରାବଣ ମାସର ଶେଷ ସୋମବାର। ଶେଷ ସୋମବାର ପଡିଥିବାରୁ ମହାଦେବଙ୍କୁ ଜଳଲାଗି କରିବା ପାଇଁ ଉମରକୋଟ ସହରର ଆଖପାଖ ଅଂଚଳର ର ସବୁ...

ସାହିତ୍ୟ ଆଲୋଚନା ଚକ୍ର ଓ କବି ଗଙ୍ଗାଧର ମେହରଙ୍କ ଜୟନ୍ତୀ ପାଳିତ 

ବୁଗୁଡ଼ା :-ତା ୧୯/୦୮/୨୪ : ନିକଟସ୍ଥ ବାଲିପଦର ଫ୍ରେଣ୍ଡସ୍ କ୍ଳବ ସଭା ଗୃହରେ ଆଜି ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର...

ପୁରୀଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିଅନର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

  ପୁରୀଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିଅନର ସାମ୍ବିଧାନିକ ସମ୍ମିଳନୀ କୁଳମଣି ଭବନ ପରିସରରେ ମହାଡମ୍ବରରେ ଅନୁଷ୍ଠିତ ହୋଇଥିଲା l ସମ୍ମିଳନୀ ରେ ପ୍ରାରମ୍ଭରେ ସଭାପତି ସୋମନାଥ ନନ୍ଦ...

ବଉଳ ଗାଁ ଗ୍ରାମ ପଂଚାୟତ ରେ ବିଧାୟକ ଙ୍କୁ ସମର୍ଦ୍ଧନା ଓ ପଂଚାୟତ ର ସମସ୍ତ ଗ୍ରାମକୁ ଖେଳ ସାମଗ୍ରୀ ବଣ୍ଟନ

ଛତ୍ରପୁର -୧୯/୮/୨୦୨(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତ ରେ ପୂର୍ବତନ ସରପଞ୍ଚ ଦୁର୍ୟୋଧନ ପରିଡା ଙ୍କ ସଭାପତିତ୍ୱ ରେ ଛତ୍ରପୁର ର ନୂତନ...

ସମ୍ବାଦ ଆମ ଓଡ଼ିଶା ଏବଂ ସାହିତ୍ୟ ଘର ପକ୍ଷରୁ ରକ୍ଷା ବନ୍ଧନ ଏବଂ ନିଶା ନିବାରଣ ବ୍ରତ ପାଳନରେ ବିଭିନ୍ନ ବର୍ଗର ଲୋକେ ସାମିଲ ..

    ବେଲଗୁଣ୍ଠା(ପଞ୍ଚାନନ ସାହୁ) ସମ୍ବାଦ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ରକ୍ଷା ବନ୍ଧନ ଏବଂ ନିଶା ନିବାରଣ ବ୍ରତ...

ଜୈବ ବିବିଧତା ହର୍ସିତା ପ୍ରିୟଦର୍ଶିନୀଙ୍କ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଦିବସ ପାଳିତ

କୋରାପୁଟ,୧୯।୦୮(ନି ପ୍ର):ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିବସ ଅବସରରେ ବୈପାରିଗୁଡା ବ୍ଲକ ର ପୁରୁଣାଗୁଡ଼ା ଗ୍ରାମରେ ହର୍ସିତା ପ୍ରିୟଦର୍ଶିନୀ ମହାନ୍ତି ଓ ତାଙ୍କ ସବୁଜ ସାଥୀ ମିଳିତ...

ଏ, ବି. ସି.ଡି ବୋରାସମ୍ବର ଅନୁଷ୍ଠାନ ‘ନୂଆଖାଇ ଭେଟଘାଟ ‘ର ରୂପରେଖ ପ୍ରସ୍ତୁତ

      ପଦ୍ମପୁର : 18.8.2024 (ଜୟନ୍ତ କୁମାର ସେଠ)ରବିବାର ' ଅଙ୍ଗ ମଞ୍ଚ " କାର୍ୟଳୟରେ ନୁଆଁ ଖାଈ ଭେଟ ଘାଟର ରୂପରେଖ ଏ....

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.