March 8, 2026

ଜୁଡ଼ିଆ ନିକଟରୁ ଦୁଇଟି ବଳଦ ବୋଝେଇ ଟ୍ରକ୍ ଜବତ, ୯୫ରୁ ଅଧୂକ ବଳଦ ଉଦ୍ଧାର

IMG-20250519-WA0065
Share

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୁଡ଼ିଆ ନିକଟରୁ ଦୁଇଟି ବଳଦ ବୋଝେଇ ଟ୍ରକ୍ ଧରିବାରେ ବଜରଙ୍ଗୀ ଦଳ ସକ୍ଷମ ହୋଇଛି। ଗୋଟିଏ ୧୨ ଚକିଆ ଟ୍ରକ୍ ହୋଇଥିବା ବେଳେ ଅନ୍ୟଟି ୧୬ ଚକିଆ ଟ୍ରକ୍ ଅଛି। ଗାଡ଼ି ଗୁଡ଼ିକ ସଦର ଥାନାରେ ଅଟକ ରହିଛି। ଗାଡ଼ି ଦୁଇଟିରେ ୯୫ ରୁ ଅଧୂକ ବଳଦ ଥିବା ଜଣାପଡ଼ିଛି।

ସଦର ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି।