March 10, 2026

ଲୋକଙ୍କ ହୃଦୟରେ ଜିଣୁଛନ୍ତି ଏଏସ୍‌ଆଇ ସୁଜିତ

IMG-20260219-WA0037
Share

 

 

ନୂଆପଡ଼ା : ପୋଲିସ ବିଭାଗରେ କାମ କରିବା ମାନେ କେବଳ ଆଇନ ରକ୍ଷା କରିବା ନୁହେଁ, ଲୋକଙ୍କ ହୃଦୟରେ ଆସ୍ଥା ଓ ଭରସା ଗଢ଼ି ତୋଳିବା ମଧ୍ୟ ଏକ ବଡ଼ ଦାୟିତ୍ଵ । ଏହି ଦାୟିତ୍ଵକୁ ନିଷ୍ଠା, ସତ୍ୟନିଷ୍ଠା ଓ ମାନବିକତା ସହ ନିର୍ବାହ କରି ଯିଏ ଆଜି ସିନାପାଲି ଅଞ୍ଚଳବାସୀଙ୍କ ହୃଦୟରେ ଅଲଗା ସ୍ଥାନ ହାସଲ କରିପାରିଛନ୍ତି ସେ ହେଉଛନ୍ତି ଏଏସଆଇ ସୁଜିତ ସାମନ୍ତରାୟ । ୨୨ ଫେବୃଆରୀ ୧୯୮୩ରେ ଜନ୍ମଗ୍ରହଣ କରିଥିବା ସୁ ଜି ତ ସାମନ୍ତରାୟ ୨୦୦୮ ମସିହାରେ ପୋଲିସ ବିଭାଗରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ। ନୂଆପଡ଼ା ରିଜର୍ଭ ? ଅଫିସରୁ ରୁ ତାଙ୍କ ସେବା ଯାତ୍ରା ଆରମ୍ଭ ହୋଇ ପ୍ରଥମ ପୋଷ୍ଟିଙ୍ଗ ହୋଇଥୁଲା ସିନାପାଲି ଥାନାରେ। ସେଠାରୁ ଆରମ୍ଭ ହୋଇଥିବା ସମ୍ପର୍କ ? ପର୍ଯ୍ୟନ୍ତ ଅତୁଟ ରହିଛି । ମଧ୍ୟବର୍ତ୍ତୀ ସମୟରେ ସେ ନୂଆପଡ଼ା ଜିଲ୍ଲାର ବେଲଟୁକୁରି ଥାନା ଓ ବୋଡେନ ଥାନାରେ ମଧ୍ଯ କାର୍ଯ୍ୟନିଷ୍ଠ ନିଷ୍ଠା ସହ କାମ କରିଥିଲେ । ପ୍ରତ୍ୟେକ ସ୍ଥାନରେ ସେ ଆଇନକୁ ସମ୍ମାନ ଦେଇ ଏବଂ ଲୋକଙ୍କ ସହିତ ମିଳନ ମିଳନସାର ଆଜିବ୍ୟବହାର କରି ଅପାର ଭଲପାଇବା ହାସଲ କରିଛନ୍ତି । ଗରିବ ଓ ଅସହାୟ ଲୋକଙ୍କ ସମସ୍ୟା ଶୁଣିବା, ଆଇନ ଅନୁଯାୟୀ ନ୍ଯାଯ ୟ ଦେବା ଓ ମାନବିକ ଭାବନା ସହ କାମ କାମ କରିବା ଏହି ସବୁ ଗୁଣ ଗୁଣ ସୁଜି ସୁଜିତଙ୍କୁ ଅନ୍ୟ ଠାରୁ ଅଲଗା କରେ । ସିନାପାଲି ଥାନାରେ କାମ କରିବା ସମୟରେ ସୁଜିତ ସାମନ୍ତରାୟ ଯେଉଁ ନିବିଡ଼ ସମ୍ପର୍କ ଅଞ୍ଚ ଅଞ୍ଚଳବାସୀଙ୍କ ସହିତ ଗଢ଼ିଥିଲେ, ସେଥିରେ କେବଳ ଡ୍ୟୁଟି ดู, ହୃଦୟର ଆତ୍ମୀୟତା । ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା, ଅପରାଧ ରୋକିବାରେ ସଚେତନ‌ତା ସୃଷ୍ଟି କରିବା ଏବଂ ଏବଂ ଆଇନକୁ ସଠିକ ଭାବରେ

ପ୍ରୟୋଗ ୟାଗ କରିବା ସେ ଏସବୁ କାମ ହୃଦୟରୁ କରନ୍ତି । ତେଣୁ ସେ କେବଳ ଜଣେ ପୋଲିସ କର୍ମଚାରୀ ନୁହେଁ, ଲୋକଙ୍କ ଆତ୍ମୀୟ “ମିଳାପି ପୋଲିସ ବାଲା” ଭାବେ ପରିଚିତ । ଅଗଷ୍ଟ १० ୦୨୫ରେ ରିଜର୍ଭ ପୋଲିସରୁ ଏ ଏସ ଉନ୍ନତି ପାଇବା ସୁଜିତଙ୍କ ପରିଶ୍ରମ, ନିଷ୍ଠା ଓ ସେବାଭାବର ସଠିକଆଇପଦବୀକୁ ପରିଣାମ। ଉଚ୍ଚ ପଦ ପଦବୀରେ ଯୋଗ ଦେଇ ପୁନର୍ବାର ସିନାପାଲି ଥାନାକୁ ଫେରିବାରେ ଅଞ୍ଚଳ ଳବାସୀଙ୍କ ମଧ୍ୟରେ ଅପାର ଆନନ୍ଦ ଦେଖାଯାଇଛି। ଏହା ລ କବଳ ଜ ଜଣେ କର୍ମ ଚାରୀଙ୍କ ପଦୋନ୍ନତି ନୁହେଁ, ନୁହେଁ, ଏହା ଲୋକ ସେବାର ଜୟଗାଥା। ସତରେ, ପୋଲିସ ହେବ ତ ଏମିତି ଯିଏ ଆଇନକୁ ରକ୍ଷା କରିବା ସହ ଲୋକଙ୍କହୃଦୟକୁମମଧ୍ୟଜିତିପାରିବ। ସୁଜିତ ସାମନ୍ତରାୟଙ୍କ ଯାତ୍ରା ପ୍ରମାଣ କରେ ଯେ ସତ୍ୟନିଷ୍ଠା ଓ ସେବାଭାବ ଥିଲେ ସମ୍ମାନ ଓ ସଫଳତା ସ୍ଵତଃସ୍ଫୁର ଆସିଥାଏ। ଆଗାମୀ ଦିନରେ ମଧ୍ୟ ସେ ଏହିପରି ନିଷ୍ଠା ଓ ସମର୍ପଣ ସହ କାମ କରି ଅଞ୍ଚଳବାସୀଙ୍କ ଆଶାକୁ ପୂରଣ କରିବେ ଏହା ହେଉଛି ସମସ୍ତଙ୍କ ଆଶା ଓ ଆଶୀର୍ବାଦ।