April 25, 2026

ଗଜପତି ଜିଲ୍ଲା ଡ୍ରାଇଭର ସଂଘର କାର୍ଯ୍ୟାଳୟ କୋଠା ନିମନ୍ତେ ସାଂସଦ ପ୍ରତିନିଧି ଙ୍କୁ ଦାବିପତ୍ର ପ୍ରଦାନ

IMG-20230118-WA0022
Share

ଆଜି ଗଜପତି ଜିଲ୍ଲାର ଓଡିଶା ଡ଼ାଇଭର ମହାସଂଘ ର ପ୍ରତ୍ୟେକ ବ୍ଲକ୍ ର ସଭାପତି ତଥା ଆଡ଼ମିନ୍ ଜିଲ୍ଲା ସଭାପତି ଜିଲ୍ଲା ଉପସଭାପତି ତଥା ପଞ୍ଚାୟତ ସ୍ତରୀୟ ସଦସ୍ୟ ମାନେ ତାଙ୍କର ବିଭିନ୍ନ ସମସ୍ୟା ଦାବି ପତ୍ରରେ ରା.ଉଦୟଗିରି ବ୍ଲକ୍ ରେ ଏକ ଡ୍ରଇଭର ମହାସଂଘ କାର୍ଯ୍ୟଳୟ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି।ସାଂସଦ ପ୍ରତିନିଧି ସଂଘର କର୍ମ କର୍ତ୍ତା ଙ୍କୁ ପ୍ରଶାସନ ଏବଂ ନେତାଙ୍କ ଦୃଷ୍ଟିକୁ ଆଣି ବ୍ୟବସ୍ଥା କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି।