ଭେଲିଡେଶନ ଏକ୍ଟ ୨୫ ବାତିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ବିତ୍ତ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ
ଛତ୍ରପୁର ତା ୧୮/୧୨/୨୫(ଅରୁଣ କୁମାର ପଣ୍ଡା) ସର୍ବଭାରତୀୟ ରାଜ୍ୟ ପେନ୍ସନରସ ଫେଡେରେସନ ର ଆହ୍ଵାନ କ୍ରମେ ଗଞ୍ଜାମ ଶାଖା ଫେଡେରେସନ ଗତ ୧୭ତାରିଖ ପେନ୍ସନରସ ଦିବସ ସ୍ତାନୀୟ...
