September 10, 2026
IMG-20250918-WA0028
Share

 

ଆକ୍ଟିଭା ସ୍କୁଟି ରେ ଗୋ ମାଂସ ଚାଲାଣ ବେଳେ 30 କେଜି ମାଂସ ସହ ଜଣେ ଚାଲାଣକାରି ଅଟକ, ଏଭଳି ଘଟଣା ଘଟିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଗ୍ରାମରେ, ଆଜି ସକାଳ ସମୟରେ ସନ୍ଦେହ ରେ ଗ୍ରାମବାସୀ ଏକ ସ୍କୁଟି କୁ ଅଟକାଇ ଯାଞ୍ଚ କଲାବେଳେ ସେଥିରେ ଗୋ ମାଂସ ଥିବା ଦେଖିବାକୁ ପାଇଥିଲେ, ମାଂସ ଜବତ କରି ପୋଲିସ ରେ ଜିମା ଦେଇଥିଲେ ସ୍ଥାନୀୟ ଲୋକେ l ଚାନ୍ଦିପୁଟ ଖ୍ରୀଷ୍ଟିଆନ୍ ସାହିରୁ ଜିରାଙ୍ଗ ତିବ୍ବତ କଲୋନୀ କୁ ଉକ୍ତ ଗୋ ମାଂସ ଚାଲାଣ ହେଉଥିବା କହିଛନ୍ତି ଚାଲାଣ କାରୀ l ତେବେ ଉକ୍ତ ଚାଲାଣ କାରି ଙ୍କ ବିରୁଦ୍ଧରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ମାମଲା ରୁଜୁ କାରି ଅଧିକ ତଦନ୍ତ ଚଲାଇଛି।