April 13, 2025

୧୫. ସେପ୍ଟେମ୍ବର.୨୦୨୪ ଅନୁସୂଚିତ ଜାତି. ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ମିଳିତ ନୂଆଁଖାଇ ଭେଟଘାଟ ତରା ଗାଁରେ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା

Share

୧୫. ସେପ୍ଟେମ୍ବର.୨୦୨୪ ଅନୁସୂଚିତ ଜାତି. ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ମିଳିତ ନୂଆଁଖାଇ ଭେଟଘାଟ ତରା ଗାଁରେ କାର୍ଯ୍ୟକ୍ରମ ଅନୁଷ୍ଠାନ ହୋଇଥିଲା ଏହାର ମୁଖ୍ୟ ଅତିଥି ଭାବେ LDA ପ୍ରତିଷ୍ଠାତା ଶ୍ରୀ ଲବ ସୁନା ଯୋଗଦେଇଥିଲେ ଏବଂ ଗାଁ ର ଅନୁସୂଚିତ ଜାତି.ଅନୁସୂଚିତ ଜନଜାତି ଏବଂ ପଛୁଆବର୍ଗ ର ଯୁବ ଛାତ୍ରଛାତ୍ରୀଙ୍କୁ ନିଜ ଆଧିକାର ବିଷୟରେ ଜଣେଇ ତାଙ୍କ ମନବୃଦ୍ଧି ଜାଗୃତ କରି ଗାଁ ର ସମସ୍ୟା ଗୁଡ଼ିକର ସମାଧାନ ଉପରେ ମଧ୍ୟ ଆଲୋଚନା କରି ଥିଲେ