କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ ରେ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ କ୍ରମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ମଞ୍ଚସୀନ ଅତିଥି ମାନେ କର୍ମୀଙ୍କୁ ପରାମର୍ଶ ପ୍ରଦାନ କରି ଥିଲେ. ଜ଼ିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକ୍କା. କେପଟନ ଦିବ୍ୟସଙ୍କର ମିଶ୍ର. ରାଜ୍ୟ ସମ୍ପାଦକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ. ଜ଼ିଲ୍ଲା ପରିଷଦ ଉପା ଧକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ ,ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ. ସ୍ଥାନୀୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ଟାଉନ ସଭାପତି ଅରିଫ ପଟେଲ. ପଦ୍ମନ ବିଶୋଇ. ବ୍ଲକ ସଭାପତି. ଗୋପାଳ ଲାଲ ସିଂ ଦେଉ. ମୋହମ୍ମଦ ସଲିମ. ତ୍ରିପତି ଚାଲାଣ. ଗୀତା ମାଝୀ,ସାଙ୍ଗଠନିକ ସମ୍ପାଦକ ଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି. ଯୁବ ସଭାପତି ଶ୍ରୀମନ୍ତ ପଣ୍ଡା ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ. ସାଗର ପାତ୍ର. ଯୁବ ସଂଘଠକ ଶିବ ପଟ୍ଟନାୟକ. ଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିବାର ଜଣା ଯାଇଛି I ଅନ୍ୟ ପକ୍ଷରେ ବିଜେପି ର ମଧ୍ୟ ରବିବାର ଦିନ ବିରାଟ ସଭା ସେହି ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି. ରାଜ୍ୟ ସଭାପତି ମନମୋହନ ସାମଲ ଏଥର 2024ରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ରେ ବିଜେପି ସରକାର ଗଠନ କରିବ ବୋଲି ତାଙ୍କ ବୋକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ. କିନ୍ତୁ କଂଗ୍ରେସ ର ଟିକଟ ଆଶାୟୀ ପ୍ରାର୍ଥୀ କେତକ ଠିକା ନେତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଚଲେଇ ଥିବାର ଜନ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିବାର ଜଣାଯାଇଛି. ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ବିଜେଡି ସେତେ ଗୁରତର ଭାବରେ ବିଭିନ୍ନ କାର୍ଯ୍ୟ କ୍ରମ ସହ ସିରକାରଙ୍କ ଯୋଜନା ଗୁଡିକୁ ଲୋକ ଲୋଚକୁ ଆଣି ବାରେ ସକ୍ଷମ ହେଉଛନ୍ତି ବୋଲି ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I
କଲ୍ୟାଣ ମଣ୍ଡପ ଠାରେ ବିଜେଡିର ସାଙ୍ଗଠନିକ ବୈଠକ
କୋରାପୁଟ ଜ଼ିଲ୍ଲା କୋଟପାଡ଼ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକ ରେ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ କ୍ରମ ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ସାଧାରଣ ନିର୍ବାଚନ ରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ମଞ୍ଚସୀନ ଅତିଥି ମାନେ କର୍ମୀଙ୍କୁ ପରାମର୍ଶ ପ୍ରଦାନ କରି ଥିଲେ. ଜ଼ିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକ୍କା. କେପଟନ ଦିବ୍ୟସଙ୍କର ମିଶ୍ର. ରାଜ୍ୟ ସମ୍ପାଦକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ. ଜ଼ିଲ୍ଲା ପରିଷଦ ଉପା ଧକ୍ଷ ରାଧା ଗୋବିନ୍ଦ ସାମନ୍ତରାୟ ,ଏସଡିସି ଅଧକ୍ଷ ଚନ୍ଦ୍ର ଶେଖର ମାଝୀ. ସ୍ଥାନୀୟ ବିଧାୟକା ଶ୍ରୀମତୀ ପଦ୍ମିନୀ ଦିଆନ. ଟାଉନ ସଭାପତି ଅରିଫ ପଟେଲ. ପଦ୍ମନ ବିଶୋଇ. ବ୍ଲକ ସଭାପତି. ଗୋପାଳ ଲାଲ ସିଂ ଦେଉ. ମୋହମ୍ମଦ ସଲିମ. ତ୍ରିପତି ଚାଲାଣ. ଗୀତା ମାଝୀ,ସାଙ୍ଗଠନିକ ସମ୍ପାଦକ ଙ୍କ ପ୍ରତିନିଧି ପ୍ରକାଶ ମହାନ୍ତି. ଯୁବ ସଭାପତି ଶ୍ରୀମନ୍ତ ପଣ୍ଡା ବ୍ଲକ ଉପାଧକ୍ଷ ତପନ ପାଣିଗ୍ରାହୀ. ସାଗର ପାତ୍ର. ଯୁବ ସଂଘଠକ ଶିବ ପଟ୍ଟନାୟକ. ଙ୍କ ସମେତ ବହୁ କର୍ମୀ ଓ ନେତା ଉପସ୍ଥିତ ଥିବାର ଜଣା ଯାଇଛି I ଅନ୍ୟ ପକ୍ଷରେ ବିଜେପି ର ମଧ୍ୟ ରବିବାର ଦିନ ବିରାଟ ସଭା ସେହି ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି. ରାଜ୍ୟ ସଭାପତି ମନମୋହନ ସାମଲ ଏଥର 2024ରେ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ର ରେ ବିଜେପି ସରକାର ଗଠନ କରିବ ବୋଲି ତାଙ୍କ ବୋକ୍ତ୍ୟବ୍ୟରେ ପ୍ରକାଶ କରିଥିଲେ. କିନ୍ତୁ କଂଗ୍ରେସ ର ଟିକଟ ଆଶାୟୀ ପ୍ରାର୍ଥୀ କେତକ ଠିକା ନେତାଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଚଲେଇ ଥିବାର ଜନ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିବାର ଜଣାଯାଇଛି. ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ବିଜେଡି ସେତେ ଗୁରତର ଭାବରେ ବିଭିନ୍ନ କାର୍ଯ୍ୟ କ୍ରମ ସହ ସିରକାରଙ୍କ ଯୋଜନା ଗୁଡିକୁ ଲୋକ ଲୋଚକୁ ଆଣି ବାରେ ସକ୍ଷମ ହେଉଛନ୍ତି ବୋଲି ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I