March 10, 2026

ରଜ ମହତ୍ସବର ଶେସ ସନ୍ଧ୍ୟା ବେଗୁନିଆ ବ୍ଲକ ବେଗୁନିଆ ପତିତପାବନ ଯୁବକ ସଂଘ ତରଫରୁ ଆୟୋଜିତ ରଜ ମହତ୍ସବର ଶେଷ ସନ୍ଧ୍ୟାରେ

IMG-20250618-WA0054
Share

      ..ରଜ ମହତ୍ସବର ଶେସ ସନ୍ଧ୍ୟା ବେଗୁନିଆ ବ୍ଲକ ବେଗୁନିଆ ପତିତପାବନ ଯୁବକ ସଂଘ ତରଫରୁ ଆୟୋଜିତ ରଜ ମହତ୍ସବର ଶେଷ ସନ୍ଧ୍ୟାରେ ମୁଖ୍ୟଅତିଥୀ ଭାବରେ ଲାଲା ଦିଳିପ କୁମାର ରାୟ ମୁଖ୍ୟବକ୍ତା କାଶିନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଦୀନବଂଧୁଦାସ ଯୋଗ ଦେଇଥିଲେ ବିଭିନ୍ନ ପ୍ରତିଯୋଗିତା ଭିତରୁ ରଜ କୁଇନ ଥିଲା ମୁଖ୍ୟଆକର୍ଶଣଏହାର ବିଚାରକଥିଲେ ପ୍ରତିମା ଖାଡାଙ୍ଗା, ଭାରିରଥି ପରିଡା, ପ୍ରତାପ ଗୁରୁଜି ଏହି ରଜ କୁଇନର ପ୍ରଥମ ସ୍ଥାନ ଅଧିକାର କରିଥିଲେ ସୁଶ୍ରୀ ସଙ୍ଗିତା ଦାସ ଦିତିୟ ସ୍ଥାନ ଇସ୍ପିତା ଜେନା ତୃତୀୟ ସ୍ଥାନ ପ୍ରଜ୍ଞା ପ୍ରୀୟଦର୍ସନି ସ୍ୱାଇଁଙ୍କୁ ମୁକୁଟ ସହିତ କିଛି ଅର୍ଥ ରାସି ହିସାବରେ ପ୍ରଦାନ କରାଯାଇଥିଲା ଉପଦେଷ୍ଟା ଦ୍ଭାବରେ ଦିବାକର ସାର ସଂପାଦକ ଗଙ୍ଗାଧର ମାର୍ଥା ସଭାକୁ ପରିଚାଳନା କରି ଶାନ୍ତିଶୃଙ୍ଖଳାର ସହିତ ରଜ ମହତ୍ସବକୁ ଶେଷ କରାଇଥିଲେ ରିପୋର୍ଟର ମାନସ ରଞନ କର