August 24, 2026

ଓଡ଼ିଶାର ବହୁ ସ୍ଥାନରେ ବର୍ଷା ସହ ପବନ ଓ କୁଆପଥର ବୃଷ୍ଟି ହୋଇଛି

WhatsApp Image 2023-03-18 at 20.07.46
Share

 

ଭୁବନେଶ୍ୱର: ବାଲେଶ୍ଵର ଜିଲ୍ଲା ର ଅନ୍ୟାନ୍ୟ ସ୍ଥାନରେ ପବନ ଓ ବର୍ଷା ଯୋଗଁ ଗଛ ଉପୁଡ଼ିଥିବା ଜଣାପଡିଛି। ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ କୁଆପଥର ବର୍ଷା ସହ ପବନ ହୋଇଛି। ସେହିପରି ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ବହୁ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ ପ୍ରଭାବରେ ଏଭଳି ପାଗ ରହିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ

You may have missed