ବିନା ସୂଚନା ଫଳକ ରେ ଚାଲିଛି କୋଟି କୋଟି ଟଙ୍କାର ପ୍ରକଳ୍ପ କାମ…
ବାଲେଶ୍ଵର,,ନୀଳଗିରି ,, କାଠଗୋଛି ,ନିମ୍ନ ମାନ ର ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ ଅଭିଯୋଗ,
ପୁଣି ଲେବର ମାନଙ୍କୁ ବିନା ସେପ୍ଟି ରେ ,
କିଛି ଦିନ ପୂର୍ବରୁ ୨ ,, ୨ ଥର ଖବର ପ୍ରସାରଣ କଲା ପରେ ବି ଆଜି ଯାଏଁ ମିଳିନାହିଁ ଲେବର ମାନଙ୍କୁ ସେପ୍ଟି,,
ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ନିର୍ମାଣ ହେବା ସ୍ଥାନରେ ପ୍ରକଳ୍ପ ସମ୍ବନ୍ଧୀୟ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଛି,,,
ଯାହାଦ୍ଵାରା ନିର୍ମାଣ ହେଉଥିବା ପ୍ରକଳ୍ପ କେଉଁ ବିଭାଗର, କେତେ ଅନୁଦାନ ରହିଛି ସମ୍ପର୍କରେ ସାଧାରଣ ଲୋକେ ଅବଗତ ହୋଇପାରିବେ,,,
ହେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକରେ ଏହି ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଥିବା ର ଦେଖିବାକୁ ମିଳିଛି,,
ବ୍ଲକ ରେ କୋଟି କୋଟି ଟଙ୍କାର ଏକାଧିକ ପ୍ରକଳ୍ପ ବିନା ସୂଚନା ଫଳକ ରେ ନିର୍ମାଣ ହେଉଥିବା ର ଦେଖିବାକୁ ମିଳିଛି,,
ଯାହା ଦ୍ଵାରା ନିର୍ମାଣ ହେଉଥିବା ପ୍ରକଳ୍ପ କେତେ ଟଙ୍କା ର କେଉଁ ବିଭାଗ କାର୍ଯ୍ୟ କରୁଅଛି ସାଧାରଣ ଲୋକେ ଜାଣି ପାରୁନାହାନ୍ତି,,
ବିଶେଷ କରି ବସୁଧା ଯୋଜନାରେ ହେଉଥିବା ପାଣି ଟାଙ୍କି ନିର୍ମାଣ ରେ ଏପରି ଦେଖିବାକୁ ମିଳିଛି,,
ଜଳକଷ୍ଟ ଦୂର କରିବା ସହ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଂଇ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ କୋଟି କୋଟି ଟଙ୍କା ବ୍ଯୟବରାଦ କରା ଯାଉଛି,ଘରେ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଂଇ ବସୁଧା ଯୋଜନା ମାଧ୍ଯମରେ ପ୍ରତି ଗାଁ ରେ ଉଚ୍ଚ କ୍ଷମତା ସମ୍ଫନ୍ନ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ କରା ଯାଇଛି,ମାତ୍ର ପ୍ରକଳ୍ପ ନା ରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ମଧ୍ଯ ରେ ମଧୁଚନ୍ଦ୍ରିକା ଯୋଗୁଁ ଅତ୍ଯନ୍ତ ନିମ୍ନ ମାନର କାର୍ଯ୍ଯ କରି କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି , ଯାହାକୁ ନେଇ ଗ୍ରାମରେ ଦେଖା ଦେଇଛି ଉତ୍ତେଜନା , ନିମ୍ନ ମାନର କାର୍ଯ୍ଯ ହେଉଥିବା ନେଇ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିବା ପରେ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ମିଳିତ ହୋଇ ନିର୍ମାଣ କାର୍ଯ୍ଯ ବନ୍ଦ କରିବାକୁ ଦାବି କରିଛନ୍ତି,
( ୧ ) ଏଠି ପ୍ରଶ୍ନ ଉଠୁଛି ଯେ – CONTRACTOR ଏତେ ଛାନିଆ ହୋଇ କାର୍ଯ୍ୟ କରିବା କଣ ଦରକାର ?
( ୨ ) କୋଟି କୋଟି ଟଙ୍କାର ପ୍ରକଳ୍ପ ତରବରିଆ ହୋଇ କାର୍ଯ୍ୟ କରିବା ର କାରଣ କଣ ହେଇପାରେ ?
( ୩ ) CONTRACTOR କିଛି ଭୁଲ କରୁନାହାନ୍ତି ତ ?
( ୪ ) ବାର୍ ବାର୍ କଲ୍ କରିଲେ ରିସିଭ୍ କରୁନାହାନ୍ତି କଣ ପାଇଁ ?
( ୫ ) କଲ୍ ରିସିଭ୍ ନ କରିବା ର କାରଣ କଣ ହେଇପାରେ ?
ଏମିତି ମନରେ ଅନେକ ପ୍ରଶ୍ନ ?
ଭିଜିଲାନ୍ସ ତଦନ୍ତ ଦାବି କରିବା ସହ ନିଜେ ଜିଲ୍ଲାପାଳ ଏହାର ତଦନ୍ତ କରି ଦୁର୍ନିତୀଗ୍ରସ୍ତ ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଂଇ ଦାବି ହୋଇଛି, ଆସନ୍ତୁ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ କାଠଗୋଛି ରୁ ଦେଖିବା ଏହି ରିପୋର୍ଟ,,
VO – 1 – ଦୁର୍ନିତୀ ର ଗନ୍ତାଘର ପାଲଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ର ଜଳ ଯୋଗାଣ ଓ ପରିମଳ ବିଭାଗ,ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ସଲାସୁତୁରା ରେ ନିର୍ମାଣ ଚାଲିଛି କୋଟି କୋଟି ଟଙ୍କା ର ପାନୀୟ ଜଳ ପ୍ରକଳ୍ପ,ଅତ୍ଯନ୍ତ ନିମ୍ନ ମାନର କାର୍ଯ୍ଯ କରି କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ,,
VO – 2 – ଚଣ୍ଡୀପୁର ଗ୍ରାମରେ ବସବାସ କରୁଥିବା 3 ହଜାର ରୁ ଉର୍ଧ୍ବ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଂଇ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବସୁଧା ଯୋଜନା ରେ 10,000 ଲିଟର କ୍ଷମତା ସମ୍ଫନ୍ନ ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ ହେଉଛି, ମାତ୍ର ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଂ ଅତ୍ଯନ୍ତ ନିମ୍ନ ମାନର କାର୍ଯ୍ଯ କରି ସରକାରୀ ଅର୍ଥ ହରିଲୁଟ କରୁଥିବା ଅଭିଯୋଗ ହୋଇଛି, ନାଁ ଅଛି ସୂଚନା ଫଳକ ନାଁ ଲେଖା ଅଛି କେଉଁ ବିଭାଗର କାର୍ଯ୍ୟ ହେଉଅଛି,,,,
ଜିଲ୍ଲା ପ୍ରତିନିଧି ଦେବାଶିଷ ଦାଶ୍ କ୍କ ରିପୋର୍ଟ,,,