April 26, 2026

ଇଛା ବିହାରୀ ବିଦ୍ୟା ମନ୍ଦିର,କୋଷ୍ଟି ମଲ୍ଲିକାପୁର୍ ଠାରେ ହେମଲତା ସ୍ମାରକୀ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ..

IMG-20260118-WA0006
Share

ତିର୍ତ୍ତୋଲ ତା ୧୮.୦୧.୨୦୨୬ ରିଖରେ ଇଛା ବିହାରୀ ବିଦ୍ୟା ମନ୍ଦିର,କୋଷ୍ଟି ମଲ୍ଲିକାପୁର୍ ଠାରେ ହେମଲତା ସ୍ମାରକୀ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶୀଲ କୁମାର କୁଅଁର ସଭାପତିତ୍ୱ କରିଥିବା ବେଳେ କବି ଦିଗମ୍ବର ରାଉତ ମୁଖ୍ୟ ଅତିଥି ନାରାୟଣ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।୨୫ ଟି ବିଦ୍ୟାଲୟର କୃତି ଛାତ୍ର/ଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ଆଶୁତୋଷ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ଶ୍ରୀ ସତ୍ଯ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରିଡା ଦ୍ଵିତୀୟ ସ୍ଥାନ ,ଇଛାବିହାରୀ ବିଦ୍ଯା ମନ୍ଦିରର ଦଶମ ଶ୍ରେଣୀର ଛାତ୍ର ବିଶ୍ବଜିତ ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସମସ୍ତ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ଯରୁ ସପନେଶ୍ବର ଉ.ପ୍ରା ବିଦ୍ଯାଳୟ ର ଛାତ୍ରୀ ପାୟୱ ମନହାରୀ ପ୍ରଥମ,ସାରଦା ଏକାଡେ଼ମୀ କନକପୁର ର ସପ୍ତମ ଶ୍ରେଣୀ ଛାତ୍ର ସାଇ ପ୍ରୀତି ଲେଙ୍କା ଦ୍ବିତୀୟ ସ୍ଥାନ,ସରସ୍ଵତୀ ଶିଶୁ ମନ୍ଦିର ତିର୍ତୋଲ ର ନବମ ଶ୍ରେଣୀର ଛାତ୍ର ଅଂଶୁମାନ ରାଉତ,ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନହଙ୍ଗା ର ଦଶମ ଶ୍ରେଣୀର ଛାତ୍ରୀ ପୂଜା ମହାନ୍ତି , ଶ୍ରଦ୍ଧାଞ୍ଜଳି ମୁଦୁଲି,ସାଇ ସତ୍ୟ ପ୍ରକାଶ ଛତ୍ର,କଶିଷ ଖୁଣ୍ଟିଆ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯାଇଥିଲା ।ସମସ୍ତଙ୍କୁ ନଗଦ ଅର୍ଥ,ମାନପତ୍ର ଓ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି ବିଦ୍ୟାଳୟର ଆଲମୁନି କମିଟିର ମୁଖ୍ୟ ଗୌରାଙ୍ଗ ଚରଣ ଛତ୍ର, ଜିତେନ୍ଦ୍ର କୁମାର ନାୟକଙ୍କ ସହଯୋଗରେ ଶିକ୍ଷକ ଅଭୟ କୁମାର ସ୍ୱାଇଁ,ସୁପ୍ରୀତି ଗ୍ରାହାଚାର୍ଯ୍ୟ, ଶିବାଙ୍ଗୀ ଶ୍ଵେତାଲିନା ବର୍ଦ୍ଧନ,ଉମାରାଣୀ ରାଉତ,ସତ୍ୟ ପ୍ରକାଶ ସ୍ୱାଇଁ,ହେମଲତା ପତି,ଦୀପ୍ତି ମଲ୍ଲିକ୍ ଇତ୍ଯାଦି ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।କୁଇଜ୍ ପରିଚାଳକ ପ୍ରତାପ ଚନ୍ଦ୍ର ନାୟକ କୁଇଜ୍ ପରିଚାଳନା କରିଥିଲେ । ସନ୍ତୋଷ ଖୁଣ୍ଟିଆ ଶେଷରେ ଧନ୍ଯବାଦ ଦେଇଥିଲେ ।ଉପଲକ୍ଷେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୁଶୀଲ କୁମାର କୁଅଁର ସଭାପତିତ୍ୱ କରିଥିବା ବେଳେ କବି ଦିଗମ୍ବର ରାଉତ ମୁଖ୍ୟ ଅତିଥି ନାରାୟଣ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।୨୫ ଟି ବିଦ୍ୟାଲୟର କୃତି ଛାତ୍ର/ଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ଆଶୁତୋଷ ବାରିକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ଶ୍ରୀ ସତ୍ଯ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରିଡା ଦ୍ଵିତୀୟ ସ୍ଥାନ ,ଇଛାବିହାରୀ ବିଦ୍ଯା ମନ୍ଦିରର ଦଶମ ଶ୍ରେଣୀର ଛାତ୍ର ବିଶ୍ବଜିତ ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସମସ୍ତ ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ମଧ୍ଯରୁ ସପନେଶ୍ବର ଉ.ପ୍ରା ବିଦ୍ଯାଳୟ ର ଛାତ୍ରୀ ପାୟୱ ମନହାରୀ ପ୍ରଥମ,ସାରଦା ଏକାଡେ଼ମୀ କନକପୁର ର ସପ୍ତମ ଶ୍ରେଣୀ ଛାତ୍ର ସାଇ ପ୍ରୀତି ଲେଙ୍କା ଦ୍ବିତୀୟ ସ୍ଥାନ,ସରସ୍ଵତୀ ଶିଶୁ ମନ୍ଦିର ତିର୍ତୋଲ ର ନବମ ଶ୍ରେଣୀର ଛାତ୍ର ଅଂଶୁମାନ ରାଉତ,ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନହଙ୍ଗା ର ଦଶମ ଶ୍ରେଣୀର ଛାତ୍ରୀ ପୂଜା ମହାନ୍ତି , ଶ୍ରଦ୍ଧାଞ୍ଜଳି ମୁଦୁଲି,ସାଇ ସତ୍ୟ ପ୍ରକାଶ ଛତ୍ର,କଶିଷ ଖୁଣ୍ଟିଆ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯାଇଥିଲା ।ସମସ୍ତଙ୍କୁ ନଗଦ ଅର୍ଥ,ମାନପତ୍ର ଓ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଥିଲା । ଏହି ବିଦ୍ୟାଳୟର ଆଲମୁନି କମିଟିର ମୁଖ୍ୟ ଗୌରାଙ୍ଗ ଚରଣ ଛତ୍ର, ଜିତେନ୍ଦ୍ର କୁମାର ନାୟକଙ୍କ ସହଯୋଗରେ ଶିକ୍ଷକ ଅଭୟ କୁମାର ସ୍ୱାଇଁ,ସୁପ୍ରୀତି ଗ୍ରାହାଚାର୍ଯ୍ୟ, ଶିବାଙ୍ଗୀ ଶ୍ଵେତାଲିନା ବର୍ଦ୍ଧନ,ଉମାରାଣୀ ରାଉତ,ସତ୍ୟ ପ୍ରକାଶ ସ୍ୱାଇଁ,ହେମଲତା ପତି,ଦୀପ୍ତି ମଲ୍ଲିକ୍ ଇତ୍ଯାଦି ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।କୁଇଜ୍ ପରିଚାଳକ ପ୍ରତାପ ଚନ୍ଦ୍ର ନାୟକ କୁଇଜ୍ ପରିଚାଳନା କରିଥିଲେ । ସନ୍ତୋଷ ଖୁଣ୍ଟିଆ ଶେଷରେ ଧନ୍ଯବାଦ ଦେଇଥିଲେ ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର