March 11, 2026

ଅସହାୟ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ କଂଗ୍ରେସ ନେତା 

IMG-20260118-WA0007
Share

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ୍ କାଇଞ୍ଚପୁର୍ ପଞ୍ଚାୟତ ଜରାପଦର ଗ୍ରାମ ଦୁଇ ନିଃସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କଂଗ୍ରେସ ନେତା ବା ପି.ସି.ସି.ସଭ୍ୟ ଶମ୍ଭୁ ପାଣିଗ୍ରାହି ଓ ଭାଗିରଥି ବେହେରା l ଝରାପଦର

ଗ୍ରାମରେ ପହଞ୍ଚି ଦୁଇ ବାଳକ ଙ୍କ ସୁଖ ଦୁଃଖ ବୁଝିବା ପରେ ସେମାନଙ୍କୁ 10 ହଜାର ଅର୍ଥରାଶି ପ୍ରଦାନ ସହ ମଙ୍କ ଶୁଦ୍ଧି କ୍ରିୟା ପାଇଁ ଚାଉଳ ,ଡାଲି ପନିପରିବା ପ୍ରଦାନ କରିଛନ୍ତି l

ସୂଚନାଯୋଗ୍ୟ କିଛି ମାସ ମଧ୍ୟରେ ବାପା ଓ ମାଁ ଙ୍କୁ ହରାଇ ଦୁଇ ଭାଇ ଓ ଭଉଣୀ ବେସାହାରା ହୋଇ ପଡିଛନ୍ତି ଝିଅ ସୁଇଟି ମହାଙ୍କୁଡ଼(17) ଓ ପୁଅ କାଳିଆ ମହାଙ୍କୁଡ଼(14)ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି l ଅଭାବ ଅନଟନ ସାହି ନ ପାରି ରବି ମହାଙ୍କଡ଼(45) ହାଇଦ୍ରାବାଦ ଏକ ଘରୋଇ କମ୍ପାନୀ ରେ କମକରିବ ସମୟରେ 9 ମାସ ତଳେ ଦୃଘଟଣା ଜନିତ ମୃତ୍ୟୁ ଘଟଇଥିବା ବେଳେ ମା ଝୁନୁ ମହାଙ୍କଡ଼ (39) କେନସରରେ ଗତ 11 ତାରିଖରେ ଆରପାରିକୁ ଚାଲିଗଲେ l